-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
08-Feb-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଷ୍ଟାଡିୟମ ଠାରେ ଫୁଟବଲ ସଂଘ ତରଫରୁ ଷଷ୍ଠ ତମ ହନୁମାନ ମେମୋରିଏଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ତିନି ଦିନ ଚାଲିଥିବା ଟୁର୍ନାମେଣ୍ଟ ରେ ଆଠ ଟି ଦଳ ଭାଗ ନେଇଥିବା ବେଲେ ପ୍ରଥମ ଦିନ ରେ ଲୋଇସିଂହା ଓ କାଳସାଏ ପାଲି ଦଳ ମଧ୍ୟରେ ରେ ଅନୁଷ୍ଠିତ ହୋଇଥିବା ବେଲେ ପ୍ରଥମ ଦିନ ରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ପୂର୍ବତନ ଖେଳ ଶିକ୍ଷକ ତଥା ଟ୍ରଷ୍ଟ ବୋର୍ଡ ସଭ୍ୟ ବିଭୁତି ଭୂଷଣ ସାହାଣୀ, ବିଶ୍ଵନାଥ ଭୂୟାଁ, ଲୋଇସିଂହା ଷ୍ଟାଡିୟମ ସମ୍ପାଦକ ଶିବ କୁମାର ଅଗ୍ରୱାଲ ମଂଚାସୀନ ରହିଥିଲେ l ଦ୍ୱିତୀୟ ଦିନରେ ଅତିଥି ଭାବେ ବୁର୍ଡl ସରପଞ୍ଚ ସୁଦିପ ସା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ଵାଳ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା ବେଲେ ଆସନ୍ତା 9ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଫୁଟବଲ ଟୁର୍ନାମେଣ୍ଟ କମିଟି ନଜୁ ଖାନ ଙ୍କ ପ୍ରକାଶ କରିଛନ୍ତି l