-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
06-Feb-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ ପରମାର୍ଶ ଶିବିର ଅନୁଷ୍ଠିତ ହେଲା। ଆଜି ଏହି ଅବସରେ ଉପସ୍ଥିତି ଥିଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଡାବୁଗାଁ ବିଡ଼ିଓ ଶରତ ମାଝୀ, ଡାବୁଗାଁ ତହସିଲଦାର ହରିଅମ ଭୋଇ, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ, ଜିପିଓ ଏଡି ପ୍ରସାଦ, ଏମପ୍ଲୟମେଣ୍ଟ ଅଫିସର ଶୁଭମ ମହାପାତ୍ର, ପେସା ସଂଯୋଜକ ସୁବାଶ୍ରୀ ମହାମକୁଦ ଏବଂ ବ୍ଲିକର ଶତାଧିକ ଶିକ୍ଷିତ ଜବକ ଯୁବତୀ ମାନେ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଆସିଥିବା କର୍ମଚାରୀ ।