-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା କୋମନା ପୋଲିସ ପକ୍ଷ ରୁ ଏକ ଜୁଆ ଆଡ୍ଡା ରେ ଚଢାଉ କରିଛନ୍ତି। ଚଢ଼ାଉ ବେଳେ ୬ ଯୁଆଡି ଗିରଫ କରିଥିବା ବେଳେ ୩୭ ହଜାର ନଗଦ ଟଙ୍କା ସହ ୫ ମୋବାଇଲ ଜବତ କରିଛନ୍ତି। ନିକଟ ରେ ଖରୀଆର ରୋଡ ଠାରେ ବହୁ ଚର୍ଚ୍ଚିତ ଜୁଆ କାରବାର କୁ ଜବତ୍ କରି ଥିବା ବେଳେ ଜିଲ୍ଲା ରେ ବିଭିନ୍ନ ବ୍ଲକ ଏବଂ ଅଞ୍ଚଳ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ର ତୀକ୍ଷ୍ଣ ନଜର ରହିଅଛି ବୋଲି ପୋଲିସ ବିଭାଗ ପକ୍ଷ ରୁ ପ୍ରକାଶ।