-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
31-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ମୋହରଚାନ୍ଧ ପରିବାରର ବୋହୁ ତଥା ବରଗଡ଼ର ଜଣାଶୁଣା ବରିଷ୍ଠ ଟେକ୍ସ ଆଡ୍ଭୋକେଟ ବୈଦନାଥ ଅଗ୍ରୱାଲଙ୍କ ଧର୍ମପତ୍ନୀ ଉମାଦେବୀ ଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି ।ସେ ଜଣେ ଅତ୍ୟନ୍ତ ଧର୍ମପରାୟଣ ମହିଳା ଥିବା ସହିତ ଅନେକ ସାମାଜିକ କାର୍ଯ୍ୟରେ ସଂପୃକ୍ତ ଥିଲେ ।ସେ ତାଙ୍କ ପଛରେ ସ୍ୱାମୀ ବୈଦନାଥ ସମେତ ବିନୟ, ପ୍ରଭା, ବିକାଶ,ପ୍ରଭା ସମେତ ସମସ୍ତ ପରିବାର ବର୍ଗଙ୍କୁ ଛାଡ଼ି ଚାଲି ଯାଇଛନ୍ତି ।ପୁତ୍ର ବିନୟ ମୁଖାଗ୍ନି ଦେଇଥିଲେ ତାଙ୍କର ବିୟୋଗରେ ପଦ୍ମପୁର ମରଚନ୍ଦ ପରିବାର ଉତ୍କଳ ଗ୍ରୁପ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।