-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପବିତ୍ର ତିର୍ଥ ସ୍ଥଳ ଭାବେ ପରିଚିତି ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ଅନେକ ଧର୍ମଶାଳା ଗଢି ଉଠିଛି। କିନ୍ତୁ ଦୁଃଖର ବିଷୟ ଏହି ଯେ, ନୃସିଂହନାଥ ଟ୍ରଷ୍ଟ ବୋର୍ଡ ଦେଖା ରେଖା କରୁଥିବା ଧର୍ମଶାଳା ବ୍ୟତିତ ଏଭଳି ଧର୍ମଶାଳାରେ ଯାତ୍ରୀଙ୍କ ରହିବା ପାଇଁ ବୋଧହୁଏ କୈାଣସି ସୁବିଧା ନଥିବା ଫଳରେ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଏ।ଏଇ ଦେଖନ୍ତୁ ବଂଜାରା ଧର୍ମଶାଳା ଯାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ନଥିବା ମନେ ହେଉଛି।ଏହା ଏକ ବ୍ୟବସାୟିକ କେନ୍ଦ୍ର ବିନ୍ଦୁ ହୋଇସାରିଛି ବୋଲି ଜନସାଧାରଣ ଚର୍ଚ୍ଚା
ହେଉଛି