-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||     

HOME   ରାଜ୍ୟ

ବିଧାନସଭାରେ ଛତୁଆ ପ୍ରସଙ୍ଗ: ନିମ୍ନମାନର ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ! ବାକିସବୁ ସ୍ବଚ୍ଛ ନିର୍ମଳ ? / ନା ବଟି ଦେଇ ରହିଗଲେ

12-Dec-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଅଙ୍ଗନବାଡିର ଶିଶୁଖାଦ୍ୟ ଛତୁଆକୁ ନେଇ କିଛିଦିନ ହେଲା ଖୁବ୍ ଚର୍ଚ୍ଚା ସରଗରମ ରହିଛି । ସାଂସଦଙ୍କ ବିଲ୍ ଅଟକାଇ ଗୋଟିଏ ମାସର ବିଲ୍ ଟଙ୍କାର ବଟି ଅସୁଲି ହେଉ ବା ରାଜ୍ୟ ପରୀକ୍ଷାଗାରରୁ ଆସିଥିବା ସାମ୍ପଲ୍ ଟେଷ୍ଟିଂରୁ ନିମ୍ନମାନର ଛତୁଆ ରିପୋର୍ଟ ହେଉ; ମହିଳାଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ମିଶନଶକ୍ତି ବା ମହିଳା ଏସ୍ ଏଚ୍ ଜି ଙ୍କ ଦ୍ବାରା ପ୍ରସ୍ତୁତ ଏହି ଶିଶୁଖାଦ୍ୟ ଉପରେ ସମସ୍ତିଙ୍କର ନଜର !

ମାସକୁ ଏହାର ବିଲ୍ ଲକ୍ଷାଧିକ ଟଙ୍କାର । ୧ ଲକ୍ଷରୁ ନେଇ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  

କୁହାଯାଉଛି, ପ୍ରକୃତରେ ଏହି ପୁଷ୍ଟିକର ହାତତିଆରି ଗର୍ଭବତୀ, ପ୍ରସୂତୀ ଓ ଶିଶୁମାନେ ଏଥିରେ ଯେତେ ଉପକୃତ ହେଉନାହାଁନ୍ତି, ଏହାର ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ବା ସେମାନଙ୍କ ସଭାନେତ୍ରୀ/ ସମ୍ପାଦିକା ଆଦିଙ୍କ ସହ ବିଭାଗୀୟା ସୁପରଭାଇଜର/ସିଡିପିଓ / ଡିଏସଡବ୍ଲୁଓ ଆଦି ଅଧିକାରିଣୀଙ୍କ ସମେତ ଉପଜିଲ୍ଲାପାଳ/ ଏଡିଏମ୍ ଓ ବିଧାୟକମାନଙ୍କ ପରି ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କର ହାତ ଚିକ୍କଣ ହୋଇଆସୁଛି ବେଶି l ଏଥକୁ ପୁଣି ଏବର ସାଂସଦଙ୍କ ଆଖି ପଡିଥିବାର ଅଭିଯୋଗ । ସଦ୍ୟସମାପ୍ତ ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମହିଳା ଙ୍କ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ତଥା ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି , ତାହା  ହେଲା ରାଜ୍ୟର ବିଭିନ୍ନ କେନ୍ଦ୍ରଗୁଡ଼ିକରୁ ସାମ୍ପଲ୍ ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷଣ ପରୀକ୍ଷାଗାରକୁ ପଠାଯାଇଥିଲା ଓ ସେହି ରିପୋର୍ଟରୁ ୧୨୫ ଟି  କେନ୍ଦ୍ରର ଛତୁଆ ନିମ୍ନମାନର ବୋଲି ଜଣାପଡିବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ୨୪ ସିଡିପିଓ ଓ ୨୧ ସୁପରଭାଇଜରଙ୍କୁ

ନୋଟିସ୍ ଦେଇ କୈଫିୟତ୍ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଅନୁଯାୟୀ , ବଲାଙ୍ଗୀର ଜିଲ୍ଲାର ୬/୭ ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୧/୨ ଟି ଏସ୍ଏଚ୍ ଜି ବିରୋଧରେ ରିପୋର୍ଟ ସହିତ ଜଣେ ସିଡିପିଓଙ୍କର ଦରମା ବନ୍ଦ କରାଯାଇଥିବା ପ୍ରକାଶ । 

   ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ବାକିମାନେ ସ୍ବଚ୍ଛ ଓ ନିର୍ମଳ ଅଟନ୍ତି ? ନା ଏଥିରେ ଏହି ତଥାକଥିତ ଗୁଣବତ୍ତା ପରୀକ୍ଷଣ ରିପୋର୍ଟ ଆଳରେ କୌଣସି ଚେ ର୍ ପେ ଣ୍ଡି ରହିଛି  ? ଜୟକଳା  ! 

ଅବଶ୍ୟ ଗତ ସରକାରଙ୍କ ଅମଳରେ ଏହି ଛତୁଆରୁ ଉକ୍ତ ଏସ୍ ଏଚ୍ ଜି ମାନେ କୋଟିପତି ହୋଇଯାଇଥିବା ଅଭିଯୋଗ ମିଛ ନୁହେଁ ବୋଲି ଚର୍ଚ୍ଚା ପ୍ରକାଶ ପାଇଛି । ଏଥିରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଏସ୍ ଏଚ୍ ଜି ଗୁଡିକର କାର୍ଯ୍ୟକଳାପ ଓ ଏଠାରେ ଉକ୍ତ ରାଜତଣ୍ଡ ଅସୁଲି କାଣ୍ଡକାର୍ଖାନାର ଚର୍ଚ୍ଚା ଅଧିକ ।    ପରେ ଗୋଟି ଗୋଟି କରି ଏସବୁର କାରଣ, ପ୍ରକଳ୍ପ ଓ ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡିକର ଟିକିନିଖି ଖବରର ଆମ ପ୍ରେରଣା ତଦନ୍ତରିପୋର୍ଟ ପ୍ରକାଶ ପାଇବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026

You Might Also Like