-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||     

HOME   ଜିଲ୍ଲା

ରାମପୁର ଥାନାରେ ଆଦିବାସୀ ସମ୍ପ୍ରଦାୟର ଏକ ମାରପିଟ୍ ଘଟଣା ରେ ଉଚ୍ଚ ନ୍ୟାୟାଳୟ ରୁ ବେଲ ପାଇଥିବା ଅଭିଯୁକ୍ତ ମାନଙ୍କୁ ତଦନ୍ତ ଆଳରେ …ବାରମ୍ବାର ଥାନାକୁ ଡ଼ାକି ହଇରାଣ କରୁଥିବା ଅଭିଯୋଗ

12-Dec-2024



(ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା  ମ ରାମପୁର ଥାନା ଅନ୍ତର୍ଗତ ମୋହନ ଗିରି ଅଞ୍ଚଳର ଶିରର୍କିହେଜୁ ଗାଁ ରେ କିଛି ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମାରପିଟ୍ ହୋଇଥିଲା ଥାନାରେ  ମାମଲା ପରେ ତିନି ଅଭିଯୁକ୍ତ ଙ୍କ ନାଁ ରେ ରାମପୁର ଥାନାରେ କେସ ରୁଜୁ ହୋଇଥିଲା ଅଭିଯୁକ୍ତ ମାନେ ବେଲ ପାଇଁ  ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଥିଲେ ଏବଂ ଅଭିଯୁକ୍ତ ତିନିଜଣଙ୍କୁ ଉଚ୍ଚ ନ୍ୟାୟାଳୟ ବେଳନମ୍ବର ABLAPL11960/2024 ମଧ୍ୟବର୍ତ୍ତୀ କାଳୀନ ବେଲ ପ୍ରଦାନ କରିଛନ୍ତି କିନ୍ତୁ ମ.ରାମପୁର ଥାନାର ଉକ୍ତ କେସର ଇନଭେଷ୍ଟିଗେସନ ଅଫିସର
ଜଣେ ମହିଳା  ସବ ଇନ୍ସପେକ୍ଟର ବେଲ ପାଇଥିବା ତିନିଜଣ ଅଭିଯୁକ୍ତ ଙ୍କୁ ବାରମ୍ବାର ଥାନାକୁ ଡ଼ାକି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି ଏପରିକି ଅଭିଯୁକ୍ତ ଙ୍କୁ ତାଙ୍କର ବ୍ୟକ୍ତିଗତ ବ୍ୟବସାୟ ର ଟ୍ରାକ୍ଟର ର ଋଣ କିସ୍ତି ଆଉ ଛଅ ମାସ ବାନ୍ଧି ପାରିବୁନି ବୋଲି ଧମକ ଦେଉଛନ୍ତି ।ସେ ବେଲରେ ଆସିଥିବା ତିନି ଜଣକୁ ପୁଣି ଥରେ ତମମାନଙ୍କ ବେଲ ମୁଁ କ୍ୟାନସଲ କରିଦେବି ଆଉ ତମେ ବାପା ପୁଅ ସବୁ ଯାଇ ପୁଣି ଜଙ୍ଗଲ ରେ ଲୁଚିବ ବୋଲି ସେମାଙ୍କୁ ଥାନା କୁ ଡାକି ଧମକ ଦେଉଛନ୍ତି ।ଏହି ମହିଳା ପୋଲିସ ଅଧିକାରୀଣୀ ଜଣକ ଦବଙ୍ଗ ଗିରି ରାମପୁର ଥାନାରେ ଦିନକୁ ଦିନ ବଢି ଚାଲିଥିବା  ସାଧାରଣ ରେ ଅଭିଯୋଗ ହେଉଛି ବର୍ତ୍ତମାନ ରାଜ୍ୟରେ ପରିବର୍ତିତ ବିଜେପି ସରକାର ଚାଲିଥିବା ବେଳେ ଲୋକଙ୍କୁ ସମ୍ମାନ ମିଳିବା ପରିବର୍ତ୍ତେ ପୋଲିସ ଅଧିକାରୀଣୀ ପୂର୍ବ ବିଜେଡି ସରକାର ଅମଲା ନୀତି ସହଜରେ ବଦଳେଇ ପାରୁ ନ ଥିବା ଚର୍ଚ୍ଚା ହେଉଛି । ସେ ନିଜକୁ ନିଜେ ଓଡିଶା ର ଉଚ୍ଚତମ ନ୍ୟାୟାଳୟ ରୁ ଉର୍ଦ୍ଧରୁ ବୋଲି ଭାବୁଛନ୍ତି ।ଏଣୁ ଏହି ଦବଙ୍ଗ ଗିରି ଦେଖାଉଥିବା ମହିଳା ସବ ଇନ୍ସପେକ୍ଟର ଙ୍କୁ ତୁରନ୍ତ ରାମପୁର ଥାନାରୁ ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି। ଅଭିଯୋଗ ହେଉଛି ମ ରାମପୁର IIC  ସବୁ ଜାଣି ଶୁଣି ଚୁପ ରହୁଛନ୍ତି । ନୂତନ ସରକାର ଓଡିଶା ରେ ଶାସନଭାର ସମ୍ଭାଳି ସାରିଲାଣି । ମାନ୍ୟବର ମୁଖ୍ୟମନ୍ତ୍ରୀ ଡିଜିପି ସମ୍ମିଳନୀ ରେ ନିର୍ଦେଶ ଦେଇଛନ୍ତି ଥାନାରେ ଲୋକଙ୍କୁ ଭୟବିତ୍ତ ନକରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶକୁ କୁ ମ ରାମପୁର ଥାନା ରେ ଖୋଲାଖୋଲି ଦଳିଚକଟି ଦିଆଯାଉଛି ।ମ ରାମପୁର ଥାନା ର ସେହି ମହିଳା SI ଙ୍କୁଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଗଲା କିନ୍ତୁ ସେ ଫୋନ recieve କରିନଥିଲେ । ଘଟଣାରୁ ଜଣାପଡୁଛି କଣ ଆୟୋ ଉଦେଶ୍ୟମୂଳକ ଭାବେ ବେଲ ରେ ଆସିଥିବା ଲୋକଙ୍କୁ ହଇରାଣ କରୁଛି କି ???


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026

You Might Also Like