-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||     

HOME   ଜିଲ୍ଲା

ଆବାସ ଘର ଦୁର୍ନୀତି ଆବାସ ଘର ୱାର୍କ ଅର୍ଡର୍ ରେ ମହାକେଲେଙ୍କlରି

27-Nov-2024



ଥିଲାବାଲା ପାଉଛି ଘର,  ଗରିବ  ନ ପାଇ କରୁଛି ଅଭିଯୋଗ l ପ୍ରଶାସନ ପକ୍ଷରୁ ମିଳୁଛି ୱର୍କ ଅର୍ଡର୍ , ପରେ ହେଉଛି ରଦ୍ଧ l  ଗରିବ ପରିବାର ସହିତ ପ୍ରଶାସନ ର ଏ କି ଖେଳ ?  କିସ୍ତି ବାବଦ କୁ ୨୦ ହଜାର  ମିଲିସାରି , ପରେ ମିଳୁନି ବାକି ଟଙ୍କା  କାହିଁକି? 


ଗ୍ରିଭେନ୍ସ ରେ ଅଭିଯୋଗ ପରେ ବି ପ୍ରଶାସନ ଚୁପ୍ କାହିଁକି ? 
ଆଜ୍ଞା ହଁ,,, ଗରିବ ମୁଣ୍ଡ ଉପରେ ଛାତ ଘର  ର ଦିଣ୍ଡିମ୍ ପିଟୁଥିବା କେନ୍ଦ୍ର ଓ ରାଜ୍ୟ ସରକାରର ଆବାସ ଯୋଜନା କୁଆଡେ ଗରିବଙ୍କ ପାଇଁ  ହୋଇଯାଇଛି ସାତ ସପନ l ହିତାଧିକାରୀ ତାଲିକାରେ ନାଁ ଥାଇ ଓ ଘର ନିର୍ମାଣ ବାବଦ କୁ ୨୦ ହଜାର ଟଙ୍କା ପ୍ରଦାନ ପରେ ପ୍ରଶାସନ  ଛଡ଼ାଇ ନେଉଛି ଗରିବ ପରିବାର ଠାରୁ ଘର l ସେପଟେ ଥିଲବାଲା ଆବାସ ଯୋଜନାରେ ସାମିଲ ହେଉଥିବାର ଆସୁଛି ପୁଳାପୁଳା ଅଭିଯୋଗ l
ହଁ ଆଜ୍ଞା,ଆମେ କହୁଛୁ,ସୁବର୍ଣ୍ଣପୁର ଜିଲ୍ଲା,ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କିପାଲି ଗ୍ରାମ ପଞ୍ଚାୟତ ର କଥା l କୁଆଡେ ୨୦୧୯ - ୨୦ ରେ  ପଞ୍ଚାୟତ ଅଧିନସ୍ଥ କନ୍ଦାଗାଡ ଗାଆଁ ର ସୁବୋଧ ଭୁକ୍ତା, ଜୟ କୃଷ୍ଣ ବାଗ ଓ ଦେମଲାଲ୍ ବାଗ୍  ବ୍ଲକ ପ୍ରଶାସନ ପକ୍ଷରୁ ଆବାସ୍ ଘର ନିର୍ମାଣ ପାଇଁ ଆଦେଶ ମିଳିଥିଲା l ଏମିତିକି ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ମଧ୍ୟ ମିଲିସରିଥିବା ବେଳେ ,ଆଜି ପର୍ଯ୍ୟନ୍ତ  ବାକି କିସ୍ତି ଟଙ୍କା ମିଳିପାରିନାହିଁ l ଏନେଇ ହିତାଧିକାରୀ ବାରମ୍ବାର ପଞ୍ଚାୟତ ଅଫିସ୍ ଠାରୁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି ll ଏମିତି କି ଜିଲ୍ଲାପାଳ ଓ ଏସ୍ପି ଙ୍କ ଯୁଗ୍ମ ଜନ ଶୁଣାଣି ରେ ମଧ୍ୟ ଗୁହାରି ଲଗାଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ପାରୁ ନାହିଁ l 
ଏନେଇ ଯେତେବେଳେ ଆମେ ବ୍ଲକ  ଅଧିକାରୀଙ୍କୁ ପଚାରିଥିଲୁଁ,  ସେତେବେଳେ  ପ୍ରଶାସନ ର  ଗୋଟେ ନୂଆଁ ଫଣ୍ଡ l  ଦେଖିବାକୁ ମିଳିଥିଲା l କୁଆଡେ ତତ୍କାଳୀନ BDO ସମଧିଆ ବାବୁ, ତାଙ୍କ  ୱର୍କ୍ ଅର୍ଡର୍ କୁ କ୍ୟାନ୍ସେଲ କରିଦେଇଛନ୍ତି ? 
  ଏଠାରେ ପ୍ରଶ୍ନ - ଏମାନଙ୍କର ୱାର୍କ୍ ଅର୍ଡର୍ କୁ କାହିଁକି  କ୍ୟାଂସେଲ କଲେ BDO ସମାଧିଆ ବାବୁ?  ଏମାନେ ଯୋଗ୍ୟ ହିତାଧିକାରୀ ନୁହେଁ କି ? ଯଦି ନୁହେଁ ,ସେତେବେଳେ ପ୍ରଶାସନ   ଆବାସ ଘର ନିର୍ମାଣ ପାଇଁ ଆଦେଶ ଦେଇଥିଲା କେମିତି ? 


News Comment




Photo in News

Advertisment
Lastest News
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026

You Might Also Like