-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
27-Nov-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ - ଖଡିଆଳ ମୁଖ୍ୟ ସଡ଼କ ବୁଢ଼ାପଡ଼ା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଅଛି। ଗୋଟିଏ ବାଇକ୍ ରେ ଦୁଇ ଜଣ ବାଇକ୍ ଆରୋହୀ ଯାଉଥିବା ବେଳେ ସେମାନେ ବ୍ରିଜ ନିକଟରେ ଦୁର୍ଘଟଣା ଗସ୍ତ ହୋଇଥିଲେ। ଗୁରୁତର ଅବସ୍ଥା ରେ ଦୁଇ ଜଣଙ୍କୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଙ୍କୁ ପୋଲିସ ଏମ୍ବୁଲାନାସ ସହାୟତା ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି। ମୃତ ଏବଂ ଆହତ ଙ୍କ ସଠିକ୍ ପରିଚୟ ମିଳିପାରି ନାହିଁ।