-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||     

HOME   ଜିଲ୍ଲା

ସମାଜସେବୀ ତଥା ଜାଗ୍ରତ କନ୍ଧମାଳର ଏସ୍ ସି ମୋର୍ଚା ସାଧାରଣ ସମ୍ପାଦକ ବସନ୍ତ ସାହାଣୀଙ୍କ ପରଲୋକ

16-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଐତିହ୍ୟ ପୂର୍ଣ୍ଣ ବିଶିପଡା ଗ୍ରାମ ପଂଚାୟତ ର ଶ୍ରୀ ବସନ୍ତ କୁମାର ସାହାଣୀଙ୍କ ଆଜି ରାତି ୩ ଟା ସମୟରେ ୬୭ ବର୍ଷ ବୟସରେ ନିଜ ବାସ ଗୃହରେ ମୃତ୍ୟୁ ବରଣ କରିଛନ୍ତି | ସ୍ବର୍ଗତ ବସନ୍ତ ସାହାଣୀ ଜେଲଯେମାଦାର ଭାବେ ତାଙ୍କର ଚାକିରୀ ଜୀବନ କାଳରେ କନ୍ଧମାଳ, ବୌଦ୍ଧ, ଗୁଣୁପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ ଭଳି ଜିଲ୍ଲାର ଜେଲ ଜେମାଆଦାର ଭାବେ ଅତି ସୁଚାରୁରୂପେ ନିଜର କାର୍ଯ୍ୟ ତୁଲାଇ ଆସି ଅବସର ଗ୍ରହଣ କରିଥିଲେ | ସ୍ବର୍ଗତ ସାହାଣୀ ଅବସର ପରେ ବିଶିପଡା ଗ୍ରାମରେ ରହି ସମାଜ ସେବା କାର୍ଯ୍ୟରେ ନିୟୋଜିତ କରିଥିଲେ | କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ର ସେ ଏସସୀ ସେଲ ର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ଓ ବର୍ତମାନ ବିଶିପଡା ପାଣି ପଂଚାୟତ ର ଜଣେ ସକ୍ରିୟ ସଦସ୍ୟ ଭାବେ ମନୋନୀତ ହୋଇଥିଲେ | ସ୍ବର୍ଗତ ସାହାଣୀ ଜଣେ ଅତି ମେଳାପୀ, ମିଷ୍ଟ ଭାସି ଓ ଉତ୍ତମ ଚରିତ୍ରର ବ୍ୟକ୍ତି ଭାବେ ସମସ୍ତଙ୍କର ନିକଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ | ତାଙ୍କର ଅକାଳ ବିୟୋଗରେ ବିଶିପଡା ଗ୍ରାମପଞ୍ଚାୟତ ତଥା କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି | ତାଙ୍କର ମୃତ୍ୟୁରେ ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ, ସମାଜସେବୀ ଶ୍ରୀ ସତ୍ୟନାରାୟଣ ବେହେରା ଗଭୀର ଭାବେ ଶୋକ ପ୍ରକାଶ କରି କହିଛନ୍ତି କି ସ୍ବର୍ଗତ ବସନ୍ତ ସାହାଣୀଙ୍କ ସ୍ଥାନ କେହ ପୂରଣ କରିପାରିବେ ନାହିଁ, ସବୁଦିନ ପାଇଁ ବସନ୍ତ ସାହାଣୀଙ୍କ ସ୍ଥାନ ଅପୂରଣୀୟ ହୋଇ ରହିଯିବ ବୋଲି ଦୁଃଖର ସହିତ ପ୍ରକାଶ କରିଥିଲେ | ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ସଞ୍ଜୟ କହଁର ମଧ୍ୟ୍ୟ ସ୍ବର୍ଗତ ସହଣୀଙ୍କର ଆତ୍ମାର ସଦଗତି କାମନା କରିଛନ୍ତି | ଏତଦ ବ୍ୟତୀତ ସ୍ବର୍ଗତ ସାହାଣୀଙ୍କ ମୃତ୍ୟୁରେ ଗଭୀର ଭାବେ ଦୁଖଃ ପ୍ରକାଶ କରି ବିଶିପଡା ର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ କ୍ଷୀରୋଦ କୁମାର ସାହାଣୀ, ପୂର୍ବତନ ନାଇବ ସରପଞ୍ଚ ଶ୍ରୀ ସୁକାନ୍ତ କୁମାର ବେହେରା, ପୂର୍ବତନ ଜେଲ ଜେମାଦାର ଶ୍ରୀ କୁବେର ସାହାଣୀ, ଶ୍ରୀ ଦୀନବନ୍ଧୁ ସାହାଣୀ ଶିକ୍ଷକ ଶ୍ରୀ ବିପ୍ରଚରଣ ସାହାଣୀ ଶୋକ ପ୍ରକାଶ କରିଛନ୍ତି | ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ଼ ପୁଅ ଶୁଳପାଣି ସାହାଣୀ, କନିଷ୍ଠ ପୁତ୍ର ଭୋଳା ଶଙ୍କର ସାହାଣୀ, ଓ ଦୁଇ ପୁତ୍ର ବଧୂ ଏବଂ ତାଙ୍କର ଧର୍ମ ପତ୍ନୀ ସମ୍ପତି ସାହାଣୀ ସମେତ ସାନ ଭାଇ ଶରତ ସାହାଣୀ, ପ୍ରଶାନ୍ତ କୁମାର ସାହାଣୀ ସମେତ ଅନ୍ୟ ସମସ୍ତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ | ଶେଷ ସମୟରେ ସ୍ବର୍ଗତ ବସନ୍ତ ସାହାଣୀ ପଡିଆ ବେରଣା ଗ୍ରାମର ମୁଖିଆ ଭାବେ କାର୍ଯ୍ୟ ତୁଲାଉ ଥିଲେ, ତାଙ୍କର ମୃତ୍ୟୁରେ ଗ୍ରାମବାସୀଙ୍କ ତରଫରୁ ତାଙ୍କର ଆତ୍ମାର ସଦଗତି କାମନା କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026

You Might Also Like