-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ନାହିଁ ନାହିଁରେ ଚାଲିଛି ଆଗଲପୁର ସ୍ବାସ୍ଥ୍ୟ ସେବା, ଡାକ୍ତର ବିଶେଷଜ୍ଞ ସମେତ ୭ କିନ୍ତୁ ଜଣେ ମାତ୍ର ଅଣଓଡ଼ିଆ ଭରଷାରେ ରୋଗୀ

15-Sep-2024



ଆଗଲପୁର: ବଲାଙ୍ଗୀର ସଦର ମହକୁମା ଠାରୁ ମାତ୍ର ୪୦ କିଲୋମିଟର ଦୁରରେ  ଅବସ୍ଥିତ ଆଗଲପୁର ଗାଁ। ବ୍ଳକ ଡୁଡୁକା ଠାରେ ରହିଥିଲେ ହେଁ ଆଗଲପୁର ବ୍ଳକ ଭାବରେ ବେଶ୍ ପରିଚିତ।

ପୂର୍ବରୁ ଗମନାଗମନ ବ୍ୟାପକ ନଥିବା ଯୋଗୁଁ ଅପହଞ୍ଚ ଇଲାକାର ନାଁ କରିଥିଲା। କିନ୍ତୁ ଏବେ ଗମନାଗମନ ସମେତ ଅନ୍ଯାନ୍ଯ ଦୃଷ୍ଟିକୋଣରୁ ବେଶ୍ ଆଗୁଆ। ଜିଲ୍ଲାର ଶେଷ ମୁହାଣରେ ରହିଛି ଆଗଲପୁର ବ୍ଳକର ନଅଗାଁ (କ) । ଏହି ଗ୍ରାମ ପରେ ପରେ ପଡୋଶୀ ଜିଲ୍ଲା ବରଗଡ ଜିଲ୍ଲାର ଇଲାକା ଆରମ୍ଭ ହୁଏ। ବଲାଙ୍ଗୀର ଜିଲ୍ଲା ଓ ବରଗଡ ଜିଲ୍ଲାର ଶତାଧିକ ରୋଗୀ ଆଗଲପୁର ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି କିନ୍ତୁ ଅନୁତାପର ବିଷୟ ଏହି ସ୍ଵାସ୍ଥ୍ୟକେନ୍ଦ୍ର କେବଳ ନାହିଁନାହିଁ ରେ ଚାଲିଛି। ୧୬ ଶଯ୍ୟାବିଶିଷ୍ଟ ଏହି ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ବିଶେଷଜ୍ଞ ଓ ୬ ଜଣ ଡାକ୍ତର ରହିଛନ୍ତି। କିନ୍ତୁ ଡାକ୍ତର ମାନଙ୍କ ସପ୍ତାହକ ଦିନେ ମାତ୍ର ସ୍ଵାସ୍ଥ୍ୟକେନ୍ଦ୍ରକୁ ଆସି ହାଜିରା ହେଉଥିବା ବେଲେ ଜଣେ ଅଣଓଡିଆ ଦାନ୍ତ ଡାକ୍ତରଙ୍କ ହାତରେ ସବୁ ରୋଗର ଚିକିତ୍ସା  ରୋଗୀ ମାନେ ହେଉଥିବାର ଅଭିଯୋଗ ଆସିଛି। ଆଗଲପୁର ନାଗରିକ କମିଟି, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ  ଜଣେ ମେଡିସିନ ବିଶେଷଜ୍ଞ ଓ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୋଜିତ କରିବା ପାଇଁ ଦାବିକରି ଆସିଛନ୍ତି କିନ୍ତୁ ଫଳ ଆଜିଯାଏ ଶୁନ ରହିଛି। ୫ ଜଣ ନର୍ସ ମାନଙ୍କ ଦ୍ବାରା କାମ ହୋଇ ଯାଉଥିବା ଏଠାକାର କର୍ମଚାରୀଙ୍କ ଦ୍ବାରା ଜଣାଯାଏ। ଏଠି କୌଣସି ରୋଗୀ ଯଦି ବଲାଙ୍ଗୀର କିମ୍ବା ବୁର୍ଲା ମେଡିକାଲକୁ ଚିକିତ୍ସିତ ହେବାକୁ ଯିବ ତ ୧୦୮ ଏମ୍ବୁଲେନ୍ସ ଉପରେ ହିଁ ଭରଷା। ପୂର୍ବ ସରକାରଙ୍କ ଉନ୍ନୟନ କାର୍ଯ୍ଯ ମଧ୍ଯରେ ଆଗଲପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ୩୦ ଶଯ୍ୟା ବିଶିଷ୍ଟ ଏକ କୋଠାର ଅନୁମୋଦନ କରିଛନ୍ତି କିନ୍ତୁ ଠିକାଦାର ଅବହେଳାର ଯୋଗୁଁ ସମୟସୀମା ମଧ୍ଯରେ ସମାପ୍ତ ହେବାର ନାଁ ନେଉ ନି। ମୋହନ ସରକାର ତଥା ଭାଜପା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଵାସ୍ଥ୍ୟମନ୍ତ୍ରୀ ପଦ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ ମହାଲିଙ୍ଗ ଗୁରୁ ଦାୟିତ୍ବ ତୁଲାଉଛନ୍ତି।  ଲୋକଙ୍କ ଆଶା ନିଶ୍ଚିତ ଭାବରେ ଏଠିକାର ସ୍ଵାସ୍ଥ୍ୟସେବା ଅଧିକରୁ ଅଧିକ ଉନ୍ନତ ମାନର ହେବ ବୋଲି ଆଶା ରହିଥିବ। ମନ୍ତ୍ରୀଙ୍କ ନିଜ ଅଞ୍ଚଳ ଓ ନିର୍ବାଚନ ମଣ୍ଡଳୀ ହୋଇଥିବା ଯୋଗୁଁ ଏହି ଅବହେଳିତ ତଥା ନାହିଁନାହିଁ ରେ ଚାଲୁଥିବା ସ୍ଵାସ୍ଥ୍ୟକେନ୍ଦ୍ରକୁ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବୀ ଜଣାଉଛନ୍ତି। ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଘେରାଉ କରାଯିବାର ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like