-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ୱର୍ ସିଦ୍ଧି ବିନାୟକ ମନ୍ଦିର ରେ ପାଞ୍ଚ ଦିନ ଧରି ଚାଲିଥିବା ଶ୍ରୀ ଗଣେଶ ପୂଜା ର ଭସାଣି ଉତ୍ସବ ସମ୍ପନ୍ନ

15-Sep-2024



ରେଙ୍ଗାଲିକ୍ୟାମ୍ପ, ବରଗଡ଼ ଜିଲ୍ଲା ଅତାବିରା  ଏନ୍ ଏ ସି ଅନ୍ତର୍ଗତ  ଭୋଇପୁରା ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ରହିଥିବା ଆନ୍ଧ୍ର ସମାଜର ୱର ସିଦ୍ଧି ବିନାୟକ ମନ୍ଦିରରେ ହୋଇଥିବା ଶ୍ରୀ ଗଣେଶ ପୂଜାର ଭସାଣି ଉତ୍ସବ ଆଜି ମହା ସମାରୋହରେ ସମ୍ପନ୍ନ ହୋଇ ଯାଇଛି । ଗତ ସାତ ତାରିଖରେ ନିକଟସ୍ଥ ଝାଉଁ ନଦୀରୁ ପୂର୍ଣ୍ଣ କଳସ  ବିଶାଳ ଶୋଭାଯାତ୍ରା ସହ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନା କରାଯାଇଥିଲା ।ଏହାପରେ  ରୀତି ନୀତି ଅନୁଯାୟୀ ଗଣେଶଙ୍କୁ ଆବାହନ ପୂର୍ବକ ପୂଜା କାର୍ଯ୍ୟ ହୋମ ଆଦି ସମ୍ପନ୍ନ କରାଯାଇଥିଲା । ସେଇ ଦିନ ଠାରୁ ଆଜି ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପ୍ରତ୍ୟହ ପୂଜା କାର୍ଯ୍ୟ  ମହା ଆଡ଼ମ୍ବରରେ ହୋଇ ଚାଲିଥିଲା ।ପ୍ରତ୍ୟେକ ଦିନ ସପତ୍ନିକ ଜଣେ ଲେଖାଏଁ କର୍ତ୍ତା  ଭାବରେ ଦାୟିତ୍ଵ ତୁଲାଇଥିଲେ ।ପ୍ରଥମ ଦିବସ ଅର୍ଥାତ୍ ଗଣେଶ ଚତୁର୍ଥୀ  ଦିନ ଏସ ସୁରେଶ ଓ ଧର୍ମ ପତ୍ନୀ ଏସ ସୁରେଖା  ଏବଂ ଦିବସ ଅନୁକ୍ରମେ  ବି ରାଜେଶ୍ , ବି ଋଷି, ବି ସତ୍ୟନାରାୟଣ ଓ ଧର୍ମପତ୍ନୀ ବି ପଦ୍ମାବତୀ, ୱାଇ ଗଣେଶ ଓ ପତ୍ନୀ ୱାଈ ଅନ୍ନପୂର୍ଣ୍ଣା  କର୍ତ୍ତା  ରୂପେ ଦାୟିତ୍ଵ ତୁଲାଇଥିଲେ ।ପଣ୍ଡିତ ଶଶାଙ୍କ ତ୍ରିପାଠୀ   ପୂଜକ ରୂପେ ବରଣ ହୋଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।ଆଜି ପଞ୍ଚମ ଦିବସରେ ହୋମ ଆରତୀ ଓ ପୁଷ୍ପାଞ୍ଜଳି ସହ ଶ୍ରୀ ସିଦ୍ଧି ବିନାୟକ ଙ୍କ ପୂଜା ସମ୍ପନ୍ନ ହେବା ପରେ ଭସାଣି ଯାତ୍ରା ମହା ଆଡ଼ମ୍ବରରେ ହୋଇଥିଲା ।ଭାଲୁପତ୍ରା ,କୁମେଲ ସିଂହ ର ମହିଳା ସଙ୍କୀର୍ତ୍ତନ ଓ ଚକୁଳି ର  ଗୌଡ଼ିୟ  ସମ୍ପ୍ରଦାୟ ର  ସଙ୍କୀର୍ତ୍ତନ ଦଳ ର ସଙ୍କୀର୍ତ୍ତନ ର ତାଳେ ତାଳେ  ଆନ୍ଧ୍ର ସମାଜର  ଆବାଳ ବୃଦ୍ଧ  ବନିତା ବିଭୋର ହୋଇ  ନାଚି ଉଠିଥିଲେ ।ଏହି ସଙ୍କୀର୍ତ୍ତନ ର ତଳେ ତଳେ  ଶ୍ରୀ ସିଦ୍ଧି

ବିନାୟକ ଙ୍କୁ ନଗର ପରିକ୍ରମା କରାଇ ଶେଷରେ ଝାଉଁ ନଦୀରେ ବିସର୍ଜନ କରାଯାଇଥିଲା ।ଏହି ପାଞ୍ଚ ଦିନ ଧରି ଚାଲିଥିବା ପୂଜା କାର୍ଯ୍ୟ କ୍ରମକୁ ମନ୍ଦିର କମିଟିର ସଭାପତି  ଭି ଭେର ରାଜୁ, ସମ୍ପାଦକ ଭି ଗୋଇନ୍ଦୁ, ଉପ ସଭାପତି ଡି ସୁବା ରାଓ , ଯୁଗ୍ମ ସମ୍ପାଦକ ସି ଏଚ୍ ଭାସ୍କର ରାଓ , କୋଷାଧ୍ୟକ୍ଷ କେ ବୀରଭଦ୍ର ରାଓ ,କେ ପି ଶ୍ରୀନିବାସ ସମସ୍ତ   କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ । ମନ୍ଦିର କମିଟି ର କର୍ମକର୍ତ୍ତା , ଭୋଉପୁରା ଗ୍ରାମବାସୀ ଓ ଆଖପାଖ ୫ ଖଣ୍ଡ ଗ୍ରାମର ଜନ ସାଧାରଣ  ସହଯୋଗ କରିଥିଲେ ।ହଜାର  ହଜାର ଶ୍ରଦ୍ଧାଳୁ ଭକ୍ତ ପାଇଁ ସ୍ଵତନ୍ତ୍ର ଅଣ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like