-+91-9937148622 |

prerana_bgr@rediffmail.com |

  Saturday 25th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (25-Apr-2026)       ||      ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା            (25-Apr-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   (25-Apr-2026)       ||      ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   (25-Apr-2026)       ||      ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   (25-Apr-2026)       ||      ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   (25-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     (25-Apr-2026)       ||      ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   (25-Apr-2026)       ||      ଅବ୍ୟବସ୍ଥାରେ ପୂର୍ତ୍ତ  ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଜରାଜୀର୍ଣ୍ଣ ଛାତ୍ରାବାସ କୋଠା   (25-Apr-2026)       ||      ପରମହଂସନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ   (25-Apr-2026)       ||      ଯୋଜନା ଅଛି, କିନ୍ତୁ ଲାଭ ପହଞ୍ଚୁନି♦️ ସମ୍ପୂର୍ଣ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବିମ୍ବାଧର: ୧୦୦% ଦୃଷ୍ଟିହୀନ ଥାଇ ମଧ୍ୟ ମିଳୁନି ପୂର୍ଣ୍ଣ ଭତ୍ତା   (25-Apr-2026)       ||      ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ   (25-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    (24-Apr-2026)       ||      ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   (24-Apr-2026)       ||      ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ    (24-Apr-2026)       ||      ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ   (24-Apr-2026)       ||      ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   (24-Apr-2026)       ||      ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   (24-Apr-2026)       ||     

HOME   ଜିଲ୍ଲା

ମୋ ସେବା କେନ୍ଦ୍ରକୁ ଆକସ୍ମିକ ପରିଦର୍ଶନ କଲେ ନୂଆପଡ଼ା ଜିଲ୍ଲାପାଳ ।

12-Sep-2024



ନୂଆପଡ଼ା( Ramnath panda)ନୂଆପଡା ଜିଲ୍ଳାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଜନ ସେବା କେନ୍ଦ୍ର ମାନଙ୍କରେ କିଭଳି ହେଉଛି ଏହା ନିରୀକ୍ଷଣ କରିବା ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶ  ଆଜି ହଠାତ ଖରିଆରରୋଡ ଏନ ଏ ସି ସ୍ଥିତ କିଛି କମ୍ପୁଟର କେନ୍ଦ୍ର ନିରୀକ୍ଷଣ କରିଥିଲେ l ଏହି ଅବସରରେ ସେଠାରେ ଉପସ୍ଥିତ ମହିଳା ହିତାଧିକାରୀ ମାନଙ୍କୁ ସେମାନେ ନିଶୁଳ୍କ ଭାବରେ ଏହି ସେବା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ  ଓ ସୁଭଦ୍ରା ଯୋଜନା ସମ୍ପର୍କରେ ବୁଝାଇଥିଲେ l ମହିଳା ମାନେ ଜିଲ୍ଳା ପ୍ରଶାସନ ସହାୟତାରେ ସୁଭଦ୍ରା ଆବେଦନ ସହଜରେ କରି ପାରୁଛନ୍ତି ବୋଲି 

ଜିଲ୍ଲାପାଳଙ୍କୁ କହିଥିଲେ l ପରିଦର୍ଶନ ସମୟରେ ଜିଲ୍ଳା ଇ-ଶାସନ ପରିଚାଳକ ବୀରେନ୍ଦ୍ର ସିଂହ ଦଣ୍ଡସେନା ଓ ଜିଲ୍ଳା ପରିଚାଳକ ଜନସେବା କେନ୍ଦ୍ର ଦେବାଶିଷ ପାଢ଼ୀ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   25-Apr-2026
  ଜିଲ୍ଲା  
ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀତା ରେ ଆଗଲପୁର ବ୍ଲକ ଓଡ଼ିଶାରେ ଦ୍ଵିତୀୟ, ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କାର ରାଶି ଗ୍ରହଣ କଲେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା           25-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ   25-Apr-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ   25-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ   25-Apr-2026
  ରାଜ୍ୟ  
ବଲାଙ୍ଗିର ଖାଉଟି ଅଦାଲତରେ କେନ୍ଦ୍ରୀୟ ରେଳବାଇ ଦଣ୍ଡିତ   25-Apr-2026
  ଜିଲ୍ଲା  
ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ   25-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ନାଗରିକ କମିଟିର ଦାବୀପତ୍ର ପ୍ରଦାନ     25-Apr-2026
  ଜିଲ୍ଲା  
ଭୁବନେଶ୍ୱର: ରେଳ ଧାରଣାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର   25-Apr-2026
  ରାଜ୍ୟ  
ଅବ୍ୟବସ୍ଥାରେ ପୂର୍ତ୍ତ  ଓ ଗୃହନିର୍ମାଣ କାର୍ଯ୍ୟାଳୟ, ଜରାଜୀର୍ଣ୍ଣ ଛାତ୍ରାବାସ କୋଠା   25-Apr-2026
  ରାଜ୍ୟ  
ପରମହଂସନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ   25-Apr-2026

You Might Also Like