-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||     

HOME   ଜିଲ୍ଲା

ଗୁରୁ ସତ୍ୟନାରାୟଣଙ୍କ ସ୍ମୁତିରେ ନିକଅପା କୁଟୀର ବିକଶିତ ହେବ -ସମ୍ବଲପୁର ପହଞ୍ଚି ପ୍ରଥମେ ସମ୍ବଲପୁରୀ ଡେରାରେ ଗୁରୁଙ୍କ ପ୍ରତିମୁର୍ତ୍ତୀ ଦର୍ଶନ କଲେ

06-Aug-2024



 

ସମ୍ବଲପୁର:(ସଂଜୀବପାଣିଗ୍ରାହୀ) 
ସମ୍ବଲପୁରୀ ସାଧକ ତଥା ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ପ୍ରେମୀ ସମ୍ବଲପୁରୀ ଦିନ ଭାବରେ ପାଳନ କରିଥାନ୍ତି । ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ସମ୍ବଲପୁରୀ ଅସ୍ମିତାର ପରିଚୟ ବୋଲି ତାଙ୍କର ସମର୍ଥକ ଦାବି କରିଥାନ୍ତି । ତେବେ ତାଙ୍କର ବାସଗୃହ ନିକଅପା କୁଟୀର ଅବହେଲିତ ଏବଂ ଭଗ୍ନ ହୋଇ ପଡି ରହିଥିବାରୁ ସମ୍ବଳପୁରୀ ପ୍ରେମୀଙ୍କ ମନରେ ଅଷନ୍ତୋଷ ଦେଖାଦେଇଛି।  ନିକଅପା କୁଟୀରକୁ ସଂରକ୍ଷଣ କରିବା ପାଇଁ ସମ୍ବଲପୁରର ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି।  ତେବେ ବହୁ ବର୍ଷ ପରେ ମଙ୍ଗଳବାର  ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପରିବାର ସମ୍ବଲପୁର ଆସି ନିକଅପା କୁଟୀରର ପୁନରୁଦ୍ଧାର ନେଇ ଆଳୋଚନା କରିଛନ୍ତି।  ସୋନପୁରରେ ରହୁଥିବା ଗୁରୁ ସତ୍ୟନାରାୟଣଙ୍କ ନାତି ତରୁଣ ଏବଂ ଦୁଇ ନୁାତୁଣୀ ରୀତା ଏବଂ ଗୀତାଙ୍କ ସହ ନାତିଜ୍ୱାଇଁ ଏବଂ ଅଣନାତି ମଙ୍ଗଳବାର ସମ୍ବଲପୁର ଆସି ପ୍ରଥମେ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଡେରା ରେ ଉନ୍ମୋଚିତ ହୋଇଥିବା ପ୍ରତିମୁର୍ତ୍ତୀ ଦର୍ଶନ କରିବା ସହ ମାଲ୍ୟାର୍ପଣ କରିଥିଲେ । ଏହାପରେ ପରିବାର ସଦସ୍ୟ ରାମଜୀ ଗୁଡି ପଡା ସ୍ଥିତ ନିକଅପା କୁଟୀର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ନିକଅପା କୁଟୀରର ଛାତ ଭୁଷୁଡି ଯାଇଥିବା ବେଳେ  ଗଛ  ଉଠି କାନ୍ଥ ଭାଙ୍ଗିବାକୁ ବସିଛି । ତେବେ ଗୁରୁ ବହିଦାରଙ୍କ ପ୍ରତି ସମ୍ବଲପୁରୀ ପ୍ରେମୀଙ୍କ ରହିଥିବା ଶ୍ରଦ୍ଧାକୁ ଦୃଷ୍ଟୀରେ ରଖି ନିକଅପା କୁଟୀରକୁ ବର୍ଷା ପରେ  ମରାମତି କରିବା ପାଇଁ ଆଳୋଚନା କରିଥିଲେ ।  ଏହାସହ ପରିବାର ପକ୍ଷରୁ ପଡୋଶୀ ମାନଙ୍କ ସହିତ ଆଳୋଚନା କରିବା ସହ ପୁରୁଣା ସ୍ମୁତିକୁ ମନେ ପକାଇଥିଲେ  ସତ୍ୟନାରାୟଣ ବହିଦାରଙ୍କ ନାତିନାତୁଣୀ ମାନେ ପଡୋଶୀ ଜାମିନୀ ଠାକୁର, ରାଧରାଣୀ ଠାକୁର, ତପସ୍ବିନୀ ସାହୁ, ସନ୍ତୋଷିନୀ ଭୋଇ, ରୀତା ସ୍ବାଇଁ, ଲକ୍ଷ୍ମୀପ୍ରୀୟା ପ୍ରଧାନ ଙ୍କ ସହ ଆଳୋଚନା କରିଥିଲେ । ଏହି ଅବସରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ ଗୁରୁ ସତ୍ଯ ନାରାୟଣ ବହିଦାରଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ବୁଲାଇ ଦେଖାଇବା ସହ ତାଙ୍କର ସାଧନା କୁଟୀର ପୁନରୁଦ୍ଧାର ପାଇଁ ଅନୁରୋଧ କରିଥିଲେ। ଏହାସହ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ।  ଏହି ଅବସରରେ
ମୁଖ୍ୟ ସଂଯାଜକ ମାନସ ରଞ୍ଜନ ବକ୍ସୀ, ସମ୍ବଲପୁରୀ ଲେଖକ ସଂଯୋଜକ ଡ ସ୍ବୟଂ ପ୍ରକାଶ ପଣ୍ଡା, ସାଂସ୍କୃତିକ ସଂଯୋଜକ ଦଶରଥ ମେହେର, କାଯର୍ୟକ୍ରମ ସଂଯୋଜକ ନିଶିକାନ୍ତ ବିଶ୍ୱାଳ, ଯୁବ ସଂଯୋଜକ ରାହୁଳ ଗୁପ୍ତା, ସମ୍ବଲପୁର ଶାଖା ଉପଦେଷ୍ଟା ସୁରେନ୍ଦ୍ର ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ  ବର୍ଷା ଋତୁ ଶେଷ ହେବା ପରେ ନିକଅପା ଘରର ମରାମତି କରିବା ସହ ସ୍ମୁତିଭବନ ଭାବେ ବିକଶିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ  ।  ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନିକଅପା କୁଟୀର ପୁନରୁଦ୍ଧାର ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପରିବାର ସଦସ୍ଯଙ୍କୁ  ପ୍ରତିଶ୍ରୁତି ଦିଆଯାଇ ଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026

You Might Also Like