-+91-9937148622 |

prerana_bgr@rediffmail.com |

  Monday 27th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||      ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   (27-Apr-2026)       ||      ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   (27-Apr-2026)       ||      ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   (26-Apr-2026)       ||      ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   (26-Apr-2026)       ||      ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||      ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   (26-Apr-2026)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ    (26-Apr-2026)       ||      *ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   (26-Apr-2026)       ||      *ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   (26-Apr-2026)       ||      କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ    (26-Apr-2026)       ||      ଜନ ଆକ୍ରୋଶ ମହିଳା ସମାବେଶ    (26-Apr-2026)       ||      *ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ*   (26-Apr-2026)       ||      ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   (26-Apr-2026)       ||      ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   (26-Apr-2026)       ||     

HOME   ରାଜ୍ୟ

ସାହିତ୍ୟ ଏକାଡେମୀ ତରଫରୁ ନିସିମ ଇଜିକେଲ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର, ଭାରତୀୟ-ଇଂରାଜୀ କବିତାକୁ ଏକ ନୂତନ ଦିଗ ଦେଇଛନ୍ତି ନିସୀମ ଇଜେକିଲ - ମାଲାଶ୍ରୀ ଲାଲ

01-Aug-2024



ନୂଆଦିଲ୍ଲୀ(ପ୍ରେରଣା ଖବର):  ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବିଶିଷ୍ଟ ଭାରତୀୟ ଇଂରାଜୀ କବି ନିସୀମ ଇଜେକେଲଙ୍କ ଉପରେ ଦୁଇ ଦିନିଆ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଆଜି ଉଦ୍ଘାଟିତ ହୋଇଛି। ଆଲୋଚନାଚକ୍ରେଲର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ  ଏକାଡେମୀର ଇଂରାଜୀ ଉପଦେଷ୍ଟା ମଣ୍ଡଳୀର ଆବାହକ ମାଲାଶ୍ରୀ ଲାଲ।  ଉଦ୍ଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ ଏମଏମଆଇଏଏସର ସହ-ନିର୍ଦ୍ଦେଶକ ନିଲୋଫର ଭାରୁଚା। ସାହିତ୍ୟ ଏକାଡେମୀର ସଚିବ କେ ଶ୍ରୀନିବାସାରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏବଂ ବିଶିଷ୍ଟ ଚିତ୍ରକର ପଦ୍ମ ଭୂଷଣ ଯତୀନ ଦାସ ମୁମ୍ବାଇରେ ଇଜେକିଲଙ୍କ ସହ ବିତାଇଥିବା ସମୟର ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟରେ ମାଲାଶ୍ରୀ ଲାଲ କହିଥିଲେ ଯେ ନିସୀମ ଇଜେକିଲ ଭାରତୀୟ-ଇଂରାଜୀ କବିତାକୁ ଏକ ନୂତନ ଦିଗ ଦେଇଛନ୍ତି। ଇଂରାଜୀ-ଭାରତୀୟ କବିତା ଉପରେ ତାଙ୍କ କବିତାର ଗଭୀର ପ୍ରଭାବ ପଡିଥିଲା  ସେ କହିଥିଲେ ଯେ ଏହିପରି ଲେଖକମାନେ ଥରେ ମାତ୍ର ଥରେ ଜନ୍ମ ହୁଅନ୍ତି। ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବାବେଳେ ନିଲୋଫର ଭାରୁଚା ନିସୀମ ଇଜେକିଲଙ୍କ ଶିକ୍ଷାଦାନର ଆକର୍ଷଣୀୟ ପଦ୍ଧତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଇଜେକିଲ ମଧ୍ୟ ସଂଖ୍ୟାଲଘୁମାନଙ୍କ ବିଷୟରେ ଗଭୀର ଭାବପ୍ରବଣ ଭାବରେ ଲେଖିଛନ୍ତି। ସେ ଲେଖିଥିବା ଗୀତଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ୧୯୫୯ ମସିହାରେ ଇଜେକିଲଙ୍କ ସହ ବମ୍ବେ ରହଣି ବେଳର ଅନୁଭୂତି ସ୍ମରଣ କରି ଯତୀନ ଦାସ କହିଥିଲେ ଯେ ଇଜେକିଲ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ସେମାନେ ସମସ୍ତେ ଏକାଠି ବହୁତ ଭଲ ସମୟ ଅତିବାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସେହି ସମୟରେ ଧନ କିମ୍ବା ଧର୍ମ ସମ୍ପର୍କ କୁ ବାଧା ଦେଉ ନ ଥିଲା ସ୍ୱାଗତ ଭାଷଣରେ କେ ଶ୍ରୀନିବାସରାଓ କହିଥିଲେ ଯେ ନିସୀମ ଇଜେକିଲ ଭାରତୀୟ କବିତାରେ ଏକ ମହାନ ନାମ ଏବଂ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ସ୍ମରଣୀୟ ହୋଇ ରହିବ। 
ଉଦ୍ଘାଟନୀ ଅଧିବେଶନ ପରେ ଯଥାକ୍ରମେ ଅନିସୁର ରହମାନ ଏବଂ ନିଲୋଫର ଭାରୁଚାଙ୍କ ଅଧ୍ୟକ୍ଷତାରେ 'ନିସିମ ଇଜେକେଲ ଏବଂ ଭାରତୀୟ-ଇଂରାଜୀ କବିତା' ଏବଂ ‘ଶ୍ରଦ୍ଧାଞ୍ଜଳି ଏବଂ କବିତା ପଠନ' ଶୀର୍ଷକ ଅନ୍ୟ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ସୁଦୀପ ସେନ୍, ମଞ୍ଜୁ ଜୟଦକା, ବିନିତା ଅଗ୍ରୱାଲ, ରାଧା ଚକ୍ରବର୍ତ୍ତୀ ଏବଂ ଅଞ୍ଜନା ନାଇରା ଦେବଙ୍କୁ  ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏକାଡେମୀର ଉପସଚିବ କୃଷ୍ଣା କିମ୍ବାହୁନେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି   27-Apr-2026
  ଜିଲ୍ଲା  
ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ   27-Apr-2026
  ଜିଲ୍ଲା  
କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   27-Apr-2026
  ଜିଲ୍ଲା  
ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   27-Apr-2026
  ଜିଲ୍ଲା  
ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   27-Apr-2026
  ଜିଲ୍ଲା  
“ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   27-Apr-2026
  ଜିଲ୍ଲା  
ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   27-Apr-2026
  ଜିଲ୍ଲା  
ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   27-Apr-2026
  ଜିଲ୍ଲା  
ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   26-Apr-2026
  ଜିଲ୍ଲା  
ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   26-Apr-2026
  ଜିଲ୍ଲା  
ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ   26-Apr-2026
  ଜିଲ୍ଲା  
ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   26-Apr-2026

You Might Also Like