-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
28-Jul-2024
ହରଭଙ୍ଗା(ଦେବବ୍ରତ ଦାଶ ଙ୍କ ରିପୋର୍ଟ ) ଶ୍ରବଣ ମାସ ପାଇଁ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି । ମାନସିକ ପୂରଣ ପାଇଁ ଆଜି ଠାରୁ ଶୈବପୀଠ ଗୁଡିକ ରେ ଲାଗିଲାନି କାଉଡ଼ିଆ ଭକ୍ତର ଧାଡି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ବଲାସିଙ୍ଗା ଗ୍ରାମ ରେ ବୋଲବମ ସଂଘ ପକ୍ଷରୁ କାଉଁଡିଆମାନଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଛି । ଗ୍ରାମର ଯୁବକମାନଙ୍କ ମିଳିତ ଉଦ୍ୟମରେ ଏଭଳି କାର୍ଯ୍ୟ ପ୍ରତି ବର୍ଷ ଶ୍ରାବଣ ମାସ ରେ ସଂଘ ପକ୍ଷରୁ ହାତକୁ ନିଆଯାଉଛି ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଆଉ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶହ ଶହ ସଂଖ୍ୟାରେ ଭକ୍ତ ଆସି ଶିବିରରେ ପ୍ରସାଦ ସେବନ କରି ମନ୍ଦିର ଦର୍ଶନ ସାରି ଫେରୁଛିନ୍ତି ।