-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
28-Jul-2024
ଭୁବନେଶ୍ଵର(ବିଶ୍ୱରଞ୍ଜନ ବିଶ୍ଵାଳ): ସେପ୍ଟମ୍ୱର ୧୭ରେ ସୁଭଦ୍ରା ଯୋଜନାର ହେବ ଶୁଭାରମ୍ଭ। କନକ ନ୍ୟୁଜର ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ହିତାଧିକାରୀ କେମିତି ପାଇବେ ସୁଭଦ୍ର ଯୋଜାନାର ଲାଭ । – କେତେ ମହିଳା ହେବେ ସାମଲି। କେମିତି କରିବେ ଆବେଦନ । ଗତକାଲି ବଜେଟରେ ବ୍ୟୟ ବରାଦ ପରେ ପୁରା ପ୍ରକ୍ରିୟା କହିଲେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।