-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ନବରଙ୍ଗପୁର :(-ମିହିର ଶଙ୍କର ପାତ୍ର,)
ଡାବୁଗାଁ ଠାରେ ସାଂସଦ ବଳଭଦ୍ର ମାଝୀଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଉପ ସଭାପତି ନରେଶ ସିଂ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ରାଜେନ୍ଦ୍ର ବିଷୟୀ, ବନ୍ଧୁ ମାଝୀ, ଗୋବିନ୍ଦ ମାଝୀ, ରତନ କଲାର, ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ରମୋହନ ପାତ୍ର, ହରି ପାଣିଗ୍ରାହୀ, ସତ୍ୟ ରାଓ, ଭେଙ୍କଟ ରାଓ, ସୋମନାଥ ପୂଜାରୀ, ହରିହର ଡଙ୍ଗରୀ, ନରୁ ସିଂ, ଦିନେଶ ସିଂ, ବିଶ୍ବନାଥ ମାଝୀ ସହ ଶତାଧିକ କାର୍ଯ୍ୟକର୍ତ୍ତା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ନିକଟରୁ ମାଁ ତାରିଣୀ ଛକ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ନବ ନିର୍ବାଚିତ ସାଂସଦ ବଳଭଦ୍ର ମାଝୀ ଡାବୁଗାଁ ଆସିବା ପରେ ଆନନ୍ଦ ର ଲହରୀ ଖେଳିଯାଇଥିଲା ଡାବୁଗାଁ ରେ। ବିଜେପି କାର୍ଯ୍ୟକର୍ତ୍ତା ସହ ଡାବୁଗାଁ ର ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।