-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

କଂଗ୍ରେସ ର ନିର୍ବାଚନି ସଭା ଓ ମିଶ୍ରଣ ପର୍ବ ବିଜେଡି ଓ ବିଜେପି ଶିବିର ରେ କୋକୁଆ ଭୟ, ।

21-Apr-2024



(ଅଜିତ ମାଝି )
କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ଆସନ କହିଲେ ଅତୁକ୍ତି ହେବନାହିଁ ଏହି ଆସନ ରୁ ୨୦୦୯ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂ ବିଧାୟକ ଭାବରେ ନିର୍ବାଚିତ ହୋଇ ବିଧାନସଭା ର ବିରୋଧୀ ଦଳ ନେତା ଭାବରେ ଆସନ ଅଳଙ୍କୃତ ହୋଇଥିଲେ ୨୦୧୪ ନିର୍ବାଚନ ରେ ପୁଣି ନର୍ଲା ଆସନ ଟି ବିଜେଡି ହାତକୁ ଚାଲିଯାଇଥିଲା ବର୍ତ୍ତମାନ ୨୦୧୯ ରୁ କଂଗ୍ରେସ ଛାଡ଼ି ବିଜେଡି କୁ ଆସିଥିବା ବିଧାୟକ ଭୂପିନ୍ଦର ସିଂ ବର୍ତ୍ତମାନ ବିଜେଡି ବିଧାୟକ ଭାବରେ ଅବସ୍ଥିତ ଅଟନ୍ତି ଏହି ଆସନ ପାଇଁ ବିଧାୟକ ଭୂପିନ୍ଦର ସିଂ ଟିକେଟ ରୁ ବାଦ୍ ପଡ଼ିଥିବା ବେଳେ ଏହି ଆସନ ପାଇଁ ସର୍ବ ପ୍ରଥମେ ବିଧାୟକ ପ୍ରାର୍ଥୀ ଭାବରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରି ଗତ ନିର୍ବାଚନ ରେ ଅଳ୍ପ ଭୋଟ ବ୍ୟବଧାନ ରେ ହାରିଥିବା ଅନିରୁଦ୍ଧ ପଧାନ ଙ୍କୁ ଦଳ ରିପିଟ କରିଛି, ଅପର ପକ୍ଷରେ କଂଗ୍ରେସ ରୁ କଳାହାଣ୍ଡି ର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଓଡ଼ିଶା ପ୍ରଚାର କମିଟି ଅଧକ୍ଷ ଭେଟେରାନ ଭକ୍ତ ଚରଣ ଦାସ ଙ୍କୁ ଏହି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ କରିଛି, ସେହିପରି ବିଜେଡି ମଧ୍ୟ ଏହି ଆସନ ରୁ ତାର ପ୍ରାର୍ଥୀ ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ଙ୍କୁ ମହିଳା କାର୍ଡ ଖେଳି ମଇଦାନ କୁ ଓହ୍ଲାଇଛି, ନିର୍ବାଚନ କୁ ଆଉ ମାତ୍ର କେଇଟା ଦିନ ଥିବାରୁ ରାଜନୈତିକ ମାହୋଲ ନର୍ଲା ରେ ବେଶ ସରଗରମ ହୋଇ ଉଠିଛି ଏପରି ଘଡିସନ୍ଧି ମୁହୂର୍ତ୍ତରେ କିଛିଦିନ ପୂର୍ବରୁ ବିଜେଡି ର ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ତଥା ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି ମଣ୍ଡଳ ) ଦଳର ଏକ ଛାତ୍ରବାଦ୍ ଶାସନ ଓ ମେରିରାୟ ନୀତି ଯୋଗୁଁ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ପ୍ରଦାନ କରିଥିବା ପ୍ରକାଶ କରିଥିଲେ ସେ କେବଳ ସଂଗଠକ ନ ଥିଲେ ସେ ଜଣେ ଜିଲ୍ଲାର ଅଗ୍ରଣୀ ସମାଜସେବୀ ଭାବରେ ବେଶ୍ ପରିଚିତ ଅଟନ୍ତି ଏବଂ ସେ ଦିବାରାତ୍ରି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗିତ କରି  ଜନ ମାନସ ର ଆସ୍ତା ଭାଜନ ହୋଇପାରିଥିଲେ,

ତେଣୁ ତାଙ୍କ ଇସ୍ତଫା ଏକ ପ୍ରକାର ବିଜେଡି ରେ କମ୍ପନ ସୃଷ୍ଟି କରିଛି ତେଣୁ ଶ୍ରୀ ମଣ୍ଡଳ ଙ୍କୁ ସମର୍ଥନ କରି ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା, ରାମପୁର , କର୍ଲାମୁଣ୍ଡା, କେସିଙ୍ଗା ଭଳି ଚାରିଗୋଟି ବ୍ଲକ ର ୬୬ ପଞ୍ଚାୟତ ରୁ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ଆଜି ବିଜେଡି ର ପୁଞ୍ଜିଭୂତ ଅସନ୍ତୋଷ ପ୍ରତିଫଳନ ସ୍ୱରୂପ ନର୍ଲା ରେକପୂର୍ ଛକ ଠାରୁ ବିଶାଳ "ରୋଡ ଶୋ" ଜରିଆରେ ଚିତ୍ତରଂଜନ ମଣ୍ଡଳ ଙ୍କ ନେତୃତ୍ୱରେ ମହା ପଟୁଆର ରେ ଆସି ନର୍ଲା ବଜାର ଛକ ଧାନ ମଣ୍ଡି ପଡିଆ ରେ ବିରାଟ ଜନ ସମାବେଶ ରେ ଜାତୀୟ ସ୍ତରର ଭେଟେରାନ୍ ନେତା ଭକ୍ତ ଦାସ ଙ୍କ ଉପସ୍ଥିତି ରେ ଜିଲ୍ଲାର ବରିଷ୍ଠ କର୍ମ କର୍ତ୍ତା ଙ୍କ ସହ ବିଦ୍ଧିବଦ୍ଧ ଭାବରେ କଂଗ୍ରେସ ରେ ଯୋଗଦାନ କରିଛନ୍ତି ଏବଂ ବିପୁଳ ଭୋଟ ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଭକ୍ତ ଦାସ ଙ୍କୁ ବିଜୟୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026

You Might Also Like