-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
18-Apr-2024
ତୁଷୁରା (ପଞ୍ଚାନନ ନାଏକ)ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ନଅ ଦିନ ଧରି ଚାଲିଥିବା ଚୈତ୍ର ନବରାତ୍ର ପର୍ବ ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇ ଯାଇଛି। ପ୍ରତ୍ୟେକ ଦିନ ଏକ କୁଣ୍ଡିୟ ଯଜ୍ଞ ସହ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ଦୁଇ କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ ହୋଇ ଥିବା ବେଳେ ରୂପ୍ରାରୋଡ ଶାନ୍ତି କୁଞ୍ଜରୁ ଆସିଥିବା ଟୋଳି ନାୟକ ପ୍ରଜ୍ଞ ପୁତ୍ର ପ୍ରଦ୍ମନାଭ ସାହୁ, ସୁକ ପ୍ରଧାନ , ଯତୀନ୍ଦ୍ର ନାଏକ, ଦେବାନନ୍ଦ ପ୍ରଧାନ, ଗକୁଳା ସାହୁ, ଗଣ୍ଡାଧର ନାୟକ, ତୁଷୁରା ଶକ୍ତିପୀଠର ସନ୍ତୋଷ ସାହୁ, ଜଗଦିଶ କେଡିଆ, ରାଧାରମଣ କେଡିଆ, ଚନ୍ଦ୍ରଭାନ ଜୈନ ,ସାୱରିଆ ଜୈନ, ତୁଳସୀ ରାମ ଜୈନ ଆଦି ଗାୟତ୍ରୀ ପରିବାରର ଲୋକମାନେ ସହଯୋଗ କରିଥିଲେ ।