-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଚାଲିଥିବା ୩୫ ତମ ସର୍ବ ଭାରତୀୟ ଲାଲ୍ମନି କ୍ରିକେଟ୍ ରେ ଆଜି ଦୁଇଟି ମ୍ୟାଚ୍ ଅନୁଷ୍ଟିତ ହୋଇ ଥିବା ବେଳେ ଏଥିରେ ସମ୍ୱଲପୁର ଓ ପଶ୍ଚିମ ବଙ୍ଗ ବିଜୟୀ ହୋଇ ଛନ୍ତି l ପ୍ରଥମ ମ୍ୟାଚ୍ ରେ ନାଗପୁର ଦଳ କୁ ପରାସ୍ତ କରି ସମ୍ବଲପୁର ଏମ ସି ସି ସହଜ ବିଜୟ ହାସଲ କରିଥିବା ବେଳେ ଆଜିର ଦ୍ବିତୀୟ ମ୍ୟାଚ୍ ରେ ବିରାଟ ଏକାଡେମୀ କଲିକତା କୁ ହରାଇ ଏସ ଓ ସି ପଶ୍ଚିମ ବଙ୍ଗ ଦଳ ମଧ୍ଯ ସହଜ ବିଜୟ କରି ଦ୍ଵିତୀୟ ସେମି ଫାଇନାଲ କୁ ପ୍ରବେଶ କରିଛି l