-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||      *ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   (10-May-2026)       ||      ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||     

HOME   ଜିଲ୍ଲା

ଏଲ୍. ଡି. ଏ ର ଚତୁର୍ଥ ତମ ପ୍ରତିଷ୍ଠା ଦିବସ ପାଳିତ

25-Jan-2024



ବେଲପଡ଼ା (ପୁର୍ଣ୍ଣ ଶଶୀ ଶେଖର ରାଓ ): ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ଲାଠୋର ଉଗ୍ରସେନ ଭବନ ଠାରେଏଲ୍. ଡି. ଏ ବା ଉଦାରବାଦୀ ଗଣତାନ୍ତ୍ରିକ ସଂଗଠନ ପକ୍ଷରୁ ଚତୁର୍ଥ ତମ ପ୍ରତିଷ୍ଠା ସମୋରହ ଅନୁଷ୍ଠିତ ହୋଇଥିଲା। ଏଲ୍. ଡି. ଏ କହିଲେ ପଲ୍ଲୀ ରୁ ଦିଲ୍ଲୀ ସବୁସ୍ଥାନରେ ଲୋକଙ୍କ ସମର୍ଥନ ରହିଛି। ଆଜକୁ ଦିର୍ଘ ପାଞ୍ଚ ବର୍ଷ ତଳେ ପୂର୍ବତନ ବି ଏସ ପି ବିଧାୟକ ପ୍ରାର୍ଥୀ ତଥା ଆଇନଜୀବୀ ଲଵ ସୂନା ଙ୍କ ନେତୃତ୍ୱରେ

ଜନ୍ମ ନେଇଥିଲା ଏହି ସଂଗଠନ।ପ୍ରଥମେ ଲାଠୋର ରେ ଆରମ୍ଭ କରାଯାଇଥିବା ସଂଗଠନ ନିଜ ଅଞ୍ଚଳ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଆଗକୁ ଆଗକୁ ବଢ଼ି ଆଜି ଦିଲ୍ଲୀ ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚି ପାରିଛି।ଯାହାକୁ ସଫଳ କରିଛନ୍ତି ଏଲ ଡି ଏ ପ୍ରତିଷ୍ଠାତା ଲବ ସୁନା ଏବଂ ସଂଗଠନ ର ସଦସ୍ୟ ମାନେ।ପାନୀୟ ଜଳ ଯୋଗାଣ,ଗରିବ ଲୋକଙ୍କ ସାହାଯ୍ୟ ହେଉ କିମ୍ବା କୌଣସି ପ୍ରକାର ଅସୁବିଧା ରେ ଏଲ ଡି ଏ ଛିଡ଼ା ହୋଇ କାର୍ଯ୍ୟ କରୁଛି।ଆଜି ଚତୁର୍ଥ ତମ ପ୍ରତିଷ୍ଠା ବା ଚାରି ବର୍ଷ ରେ ପାଦ ଦେଇଛି ଏଲ ଡି ଏ। ବହୁତ ଆନନ୍ଦ ଉଲ୍ଲାସ ରେ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଇଥିଲା।ଏହି ଅବସର ରେ ବିଦ୍ୟାଧର ଦେହୁରୀ, ନୀଳମଣି ଜାଲ, ଶ୍ରୀମତୀ ପ୍ରେମଲତା ସୁନା, ଜିତେନ୍ଦ୍ର ସୁନା, ମହମ୍ମଦ ଇକବଲ୍, ମନୋରଞ୍ଜନ ଜେନା ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଞ୍ଚାସିନ ହୋଇଥିଲେ।ହଜାର ହଜାର ସଂଗଠନ ର ସଦସ୍ୟ ଓ

ଜନସାଧାରଣ ଉପସ୍ଥିତ ରହି ଏହି ପ୍ରତିଷ୍ଠା ଦିବସ ପାଳନ କରିଥିଲେ।ଏହି ସଙ୍ଗଠନ ଏକ ଚାପ ସୃଷ୍ଟିକାରୀ ସଙ୍ଗଠନ ଭାବେ ପରିଚିତ, ପ୍ରାୟ ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲାପାଳ ଏସ୍.ପି ରୁ ଆରମ୍ଭ କରି ବ୍ଲକ ଅଫିସ, ତହସିଲ ଅଫିସ ଏବଂ ପୋଲିସ ଷ୍ଟେସନ ଏକ ମାସ ରେ 7 ଥର ଘେରାଉ କରିବା ର ଉଦାହରଣ ରହିଛି।ଏହା ସବୁ ସମାଜ ର ବିଶେଷ କରି ଗରିବ ଲୋକଙ୍କ ପାଇଁ ଲଢ଼େଇ କରୁଛି, ତେଣୁ ଏହାକୁ ସମସ୍ତେ LDA -A Movement for poor ବା ଏଲ୍ ଡି ଏ ଗରୀବ ଙ୍କ ଏକ ଆନ୍ଦୋଳନ ବୋଳି କହନ୍ତି।ଆଜିର ଏହି ଉତ୍ସବ ରେ ମୁକେଶ ସୁନାଙ୍କ ବହୁତ୍ ମାତ୍ରା ରେ ଅବଦାନ ରହିଛି।ଏବଂ ସଭା ପରିଚାଳିତ କରିଥିଲେ ଜଳନ୍ଧର ତାଣ୍ଡି ଓ ସମାଜ ସେବୀ ତଥା ଯୁବ ସାମ୍ବାଦିକ ବେଦବର ଛତ୍ରିଆ।ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରେ ଏହି ସଂଗଠନ ବଲାଙ୍ଗୀର ଜିଲ୍ଲାର ରାଜନୈତୀକ ସମୀକରଣ ବଦଳେଇବେ ବୋଲି ବୁଦ୍ଧୀଜୀବୀ ମହଲରେ ଚର୍ଚ୍ଚା ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   10-May-2026
  ଜିଲ୍ଲା  
*ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   10-May-2026
  ଜିଲ୍ଲା  
*ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   09-May-2026
  ଜିଲ୍ଲା  
ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   09-May-2026
  ଜିଲ୍ଲା  
ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   09-May-2026
  ଜିଲ୍ଲା  
ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   09-May-2026
  ଜିଲ୍ଲା  
ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   09-May-2026
  ଜିଲ୍ଲା  
ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର   09-May-2026
  ରାଜ୍ୟ  
ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-May-2026
  ଅପରାଧ  
ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   09-May-2026

You Might Also Like