-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
ନାକଟିଦେଉଳ(କନ୍ଦର୍ପ ବେହେରା ): ଅଯୋଧ୍ଯାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସାରା ଭାରତରେ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଥିବା ବେଳେ ନାକଟିଦେଉଳ ବ୍ଲକ୍ ର ୧୪ ଟି ପଂଚାୟତର ଶହେରୁ ଅଧିକ ଗ୍ରାମରେ ନାମ ସଂକିର୍ତନ ସହ ରାମ ଧ୍ବନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଛି ।
ନାକଟିଦେଉଳ ବ୍ଲକ୍ ର ଡଇଁଚା, ଗୋଗୁଆ , ଶିମିଳିପାଳ , ଘୋଷରାମାଳ, ନାକଟିଦେଉଳ, ସାହେବି, ବାଟଗାଁ , ପାଣିମୋରା, ସାଲେଭଟା,ଯାମୁଯୋରୀ, ସରାପାରି , ବଳମ୍, ଗିରିଶ୍ଚନ୍ଦ୍ରପୁର,କିସିଣ୍ଡାଆଦି ଗ୍ରାମ ପଂଚାୟତର ଗ୍ରାମ ଗୁଡିକରେ ଭଗବାନ୍ ରାମ ଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରିବା ସହ ନାମ ସଂକୀର୍ତନ୍ୟ କରି ଗାଁ ପରିଭ୍ରମଣ କରାଯାଇଥିଲା ା ହଜାର ହଜାର ରାମ ଭକ୍ତ ଜୟ ଶ୍ରୀରାମ ନାରା ଦେଇ ଗାଁ ପରିକ୍ରମା କରିଥିଲେ ା
,