-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
ନାକଟିଦେଉଳ(କନ୍ଦର୍ପ ବେହେରା ): ନାକଟିଦେଉଳର ବ୍ଲକ୍ ର ବିଭିନ୍ନ ସ୍ଥାନରେ ରେଢାଖୋଲ ବିଧାୟକ ରୋହିତ ପୁଜାରୀ ପିଡବ୍ଲୁଡି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଆଜି ନାକଟିଦେଉଳ ବ୍ଲକ୍ ଗସ୍ତ କରି ବାଟଗାଁ ଠାରୁ ଦେବଗଡ ସୀମା ପର୍ଯ୍ୟନ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ, ପିଡବ୍ଲୁଡି ରାସ୍ତା ସରାପାଲି , ବାଟଗାଁ ପିଡବ୍ଲୁଡି ରାସ୍ତା ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଧାୟକଙ୍କ ତଥା ଜିଲ୍ଲାପରିଷଦ ସଦସ୍ୟାଙ୍କ ସହ ସ୍ଥାନୀୟ ବିଜେଡି କର୍ମୀମାନେ ସାମିଲ୍ ହୋଇଥିଲେ ।