-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
15-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ବଣିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି l ସଙ୍ଘ ସଭାପତି ବଜରଙ୍ଗଳାଲ ଅଗ୍ରୱାଲ, ଉପସଭାପତି ଶଙ୍କର ଦୟାଲ ସାହୁ, କୋଷାଧକ୍ଷ ଚୈତନ୍ୟ ବେହେରା, ସଦସ୍ୟ ଅବୋଧ ଖଟୁଆ, ବସନ୍ତ ପାଢ଼ୀ, ଲବକିଶୋର ସାହୁ, ମୁକେଶ ଖଟୁଆ ପ୍ରମୁଖ ବିଧାୟକ ଶ୍ରୀ ରଣାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l