-+91-9937148622 |

prerana_bgr@rediffmail.com |

  Thursday 23rd July 2026 |

| | | |

R.N.I. Regd No. ODIODI/2010/46693

Breaking News

*କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   (23-Jul-2026)       ||      ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   (23-Jul-2026)       ||      କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   (23-Jul-2026)       ||      ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା    (23-Jul-2026)       ||      ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    (23-Jul-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   (23-Jul-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   (23-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   (23-Jul-2026)       ||      ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   (23-Jul-2026)       ||      ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||      ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||      ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   (22-Jul-2026)       ||      ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   (22-Jul-2026)       ||      ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ♦️ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ   (22-Jul-2026)       ||     

HOME   ରାଜ୍ୟ

ଶ୍ରୀ ଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଦାବି

27-Dec-2023



ବୌଦ୍ଧ(ଦୁର୍ଯ୍ଯୋଧନ ବିଶି): :ଶ୍ରୀକ୍ଷେତ୍ର ପୁରୀ ତଥା ଶ୍ରୀମନ୍ଦିର ସମଗ୍ର ହିନ୍ଦୁ ମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ତଥା ପ୍ରମୁଖ ତୀର୍ଥସ୍ଥଳୀ । ଏହାର ପବିତ୍ରତା ତଥା ପରମ୍ପରାକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଦାବି କରାଯାଇଛି । ଅଭିଯାନର ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀଙ୍କ ସଂଯୋଜନାରେ ଏହି ଦାବିକୁ ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନିୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ମର୍ଯ୍ୟାକୁଦଛକ ନିକଟରେ ପହଞ୍ôଚଥିଲା । ସେଠାରେ ଆୟୋଜିତ ଏକ ସଭାରେ ବରିଷ୍ଠ ନାଗରୀକ ସୂର୍ଯ୍ୟକାନ୍ତ ଦଳବେହେରା, ସମାଜସେବୀ ଇନ୍ଦୁ ଭୁଷଣ ମହାକୁଳ, ଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ଦେବବ୍ରତ ପାଣିଗ୍ରାହୀ, ଜିଲ୍ଲା ପଣ୍ଡିତ ସମାଜ ସଭାପତି ସଂଜିବ କୁମାର ପଣ୍ଡା, ବିଶ୍ୱ ହିନ୍ଦୁ

ପରିଷଦର ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ର,ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ହୋଇ କାମିଆ ଜାନୀ ଜଣେ ଦେୟଯୁକ୍ତ ବ୍ଲଗର । ଏହା ପୁର୍ବରୁ ଗୋ ମାଂସ ଭକ୍ଷଣର ମଧ୍ୟ ପ୍ରଚାର ପ୍ରସାର କରି ଚର୍ଚ୍ଚାକୁ ଆସିଥିଲେ । ଏଭଳି ଜଣେ ବିଧର୍ମି ବା ଜଗନ୍ନାଥ ସଂସ୍କୃତି ସଂପର୍କରେ ଅଜ୍ଞାନଥିବା ମହିଳାଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ, ଶ୍ରୀ ମନ୍ଦିର ଓ ମହା ପ୍ରସାଦର ପ୍ରଚାର ଘୋର ଅପରାଧ ଓ ଅନ୍ତର୍ଘାତୀ କାର୍ଯ୍ୟ ଏଭଳି କୁକାର୍ଯ୍ୟ ପଛରେ ବୃହତ ଷଡଯନ୍ତ୍ର ଲୁଚି ରହିଛି ବୋଲି ହିନ୍ଦୁ ଭକ୍ତ ଅଭିଯୋଗ କରିବାସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଏହି ଷଡଯନ୍ତ୍ରକାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଜଣେ ସଚ୍ଚୋଟ ହିନ୍ଦୁର ପରିଚୟ

ଦିଅନ୍ତୁ ବୋଲି ବକ୍ତାମାନେ ଏହି ମଂଚରେ ଦୃଢ ଦାବି କରିଥିଲେ । ଏଭଳି ଷଡଯନ୍ତ୍ରକାରୀଙ୍କୁ ଦମନ କରାନଗଲେ ଆଗାମୀ ଦିନରେ ସମିତି ପକ୍ଷରୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ସଂଜିବ କୁମାର ସାହୁ, ସହ ସଂଯୋଜକ- ଚକିତ ଭଞ୍ଜଙ୍କ ସମେତ ଅନେକ ସଂଗ୍ରାମୀ ଭକ୍ତ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   23-Jul-2026
ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   23-Jul-2026
  ଜିଲ୍ଲା  
କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   23-Jul-2026
  ଜିଲ୍ଲା  
ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା   23-Jul-2026
  ଜିଲ୍ଲା  
ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    23-Jul-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   23-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   23-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   23-Jul-2026
  ଜିଲ୍ଲା  
ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   23-Jul-2026
  ଜିଲ୍ଲା  
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା   22-Jul-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ   22-Jul-2026
  ଖେଳ  
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   22-Jul-2026

You Might Also Like