-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
27-Dec-2023
ଚିପିଲିମା(ସଂଜୀବ ପାଣିଗ୍ରାହୀ): ଧନକଉଡ଼ା ବ୍ଲକ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଗୋଶାଳା ସାନଟିକ୍ରା ମା ଚଣ୍ଡୀ ମନ୍ଦିର କମିଟି ଓ "ସମ୍ବାଦ ଆମ ଓଡ଼ିଶା" ଆନୁକୁଲ୍ୟରେ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ଲବ ବଗର୍ତ୍ତିଙ୍କ ସ୍ମୃତି ଉପଲକ୍ଷେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ମନ୍ଦିର ପରିଚାଳନା କମିଟି ସଭାପତି ବାଳକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ l ବିଟିଆଈ କମାନଡେଣ୍ଟ ଲକ୍ଷ୍ମଣ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ରକ୍ତଦାନ ଶିବିରରେ ଉଭୟ ଉପସ୍ଥିତ ରହି ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ରକ୍ତଦାନ ଶିବିରରେ ପୋଲିସ ବାହିନୀ , ଓ ସାଧାରଣ ନାଗରିକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ମହିଳା ମାନେ ମଧ୍ୟ ଉତ୍ସାହିତ ହୋଇ ସ୍ଵେଚ୍ଛାକୃତ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା l ତନ୍ମଧ୍ୟରୁ ଜଣେ ଶାରୀରିକ ଅସମର୍ଥ ମଧ୍ୟ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଦେଖିବାକୁ ମିଳିଛି l ଏହି ଶିବିରରେ ସମସ୍ତ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ତରୀୟ ଓ ସର୍ଟିଫିକେଟ ଦେଇ ଆୟୋଜନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ରକ୍ତଦାନ ଶିବିରରେ ମୋଟ ୧୦୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ବୁର୍ଲା ରକ୍ତଭଣ୍ଡାରରୁ ଆସିଥିବା ଡଃ ଭାସ୍କର ବିଭାର, ଲାଲୁ ବିଶ୍ୱାସ(କାଉନସେଲର), ସୂର୍ଯ୍ୟ ବେହେରା ଓ ପ୍ରହଲ୍ଲାଦ ଭୋଇ(ଟେକନିସିଆନ) ଏବଂ ସୁଶାନ୍ତ କୁମ୍ଭାର (ଆଟେନ୍ଡେଣ୍ଟ) ପ୍ରମୁଖ ରକ୍ତ ସଂଗ୍ରହରେ କରିଥିଲ l କମିଟି ପକ୍ଷରୁ ରକ୍ତଭଣ୍ଡାରର ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଳାମାଟି ସରପଞ୍ଚ ସୁଷମା ସାହୁ,ସମିତି ସଭ୍ୟl ରୀନା ତରିଆ, କୁଶ ବଗର୍ତ୍ତି, ରାଧେଶ୍ୟାମ ପଧାନ, ସୁନିଲ ମିଶ୍ର, ଦେବେନ୍ଦ୍ର ନାୟକ, ମୂରଲୀଧର ଛୁରିଆ ,ସୂର୍ଯ୍ୟ ପାଢୀ,ଖିରେଶ୍ୱର୍ ପ୍ରଧାନ, ସୁରେଶ ଛନ୍ଦ, ଧୀରେନ୍ ନାଗ ,ମହେନ୍ଦ୍ର ବାଗ,କୈଳାସ ମହାକୁଡ଼ ,ସାଗର ମେଣ୍ଡଲୀ,କୈଳାସ ମହାକୁଡ଼,କୃପାସିନ୍ଧୁ ଦାସ, ତ୍ରିଲୋଚନ ପ୍ରଧାନ,ବଂଶୀଧର ବେହେରା,ସମ୍ପୂର୍ଣ୍ଣ ଦେବତା, ଗଜିନ୍ଦ୍ର ସାହୁ,ନିରଞ୍ଜନ ମାଝୀ,ଗୌରବ ଅଗ୍ରୱାଲ, ରାମକୃଷ୍ଣ ଗୋକୀନା, ରବି ଦେହେରୀ ପ୍ରମୁଖ ସମେତ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ l
ରକ୍ତଦାତା ମାନେ ହେଲେ, ଚିନ୍ତାମଣି ମହନ୍ତ, ରାଜେଶ କୁମାର,ମୁଟୁ ଓରାମ,ଶିବ ଓରାମ, ମହେଶ୍ବର ଓରାମ,ସଂଗ୍ରାମ କେଶରୀ ଦଳେଇ, ରାଜେଶ କୁମାର ପୂଜାରୀ,ରବିନ୍ଦ୍ର ଓରାମ,ସାନନ୍ଦ ବାଦି,ଦୁର୍ଗା ପ୍ରସାଦ ମହାରଣ,ଚନ୍ଦ୍ରଶେଖର ପଲେଇ,ସୁଦର୍ଶନ ମହାପାତ୍ର,ଦିପ୍ତିରଞ୍ଜନ ରାଉତ,ଅମର ନାଏକ,ଜଗନ୍ନାଥ ମାଝି,ରାମଦତ୍ତ ଦେହେରି,ସୁନୀଳ କୁମାର ଦେହୁରି ,ସତ୍ୟଜିତ୍ ଗଣନାଏକ,ଆଶିଷ ମାଝି, ସଦାଶିବ ପାଣିଗ୍ରାହୀ , ସୁଶାନ୍ତ କୁମାର ବେହେରା,ମାନସ ରଞ୍ଜନ ପଣ୍ଡା,ଈଶ୍ବର ସାହୁ, ରାମ ଚନ୍ଦ୍ର ହଂସଦା,ବିଶ୍ବରଞ୍ଜନ ଜେନା,ସରୋଜ କୁମାର ସାହୁ,ବିକାଶ ସିଂ,ପ୍ରମୋଦ ସାହୁ, ବାବୁଲ ନାଏକ,ତ୍ରିବାସ ଦୀପ୍,ବରୁଣ ପ୍ରଧାନ,ପ୍ରକାଶ ଚନ୍ଦ୍ର ବଢ଼େଇ,ବିଭୁଦତ୍ତ ସାହୁ,ଆର୍ତ୍ତତ୍ରାଣ ସାହୁ,ଜିତେଶ ମଲ୍ଲିକ,ପରମେଶ୍ବର ସାନ୍ତ,ଯୋଗେଶ ପଟେଲ,ଇନ୍ଦ୍ରଜିତ୍ କିସାନ୍,ସୁଧାଂଶୁ କୁମାର ଛନ୍ଦ, ବିଶ୍ୱାମିତ୍ର ବେହେରା,ସୁନୀଳ କୁମ୍ଭାର, ଦିଗନ୍ତ କୁମାର ଜେନା,ଆଲୋକ ମାଝି, ନୀଳକଣ୍ଠ ରାଉତ, ପିଣ୍ଟୁ ପ୍ରଧାନ, ହୀମାଳୟ ମହାନ୍ତି, ଶ୍ରୀକର ସାହୁ, ସୁବାସ ଚନ୍ଦ୍ର ସାହୁ,କାହ୍ନୁ ସୋରେନ୍,ମହେନ୍ଦ୍ର ପ୍ରସାଦ ମହାନ୍ତି,ଆଦିତ୍ୟ ନାରାୟଣ ପଲେଇ,ସର୍ବେଶ୍ବର ସାହୁ,ବିକାଶ ସୁଣ୍ଡି, ସେଲାଇ ପାଲେୟା,ହିମାଂଶୁ ରକ୍ସା,ଆକାଶ ବେହେରା,ଶିବାନନ୍ଦ ନାଏକ,ଚନ୍ଦନ ଖଟୁଆ,ଲକ୍ଷ୍ମୀଧର ପୁର୍ତ୍ତି,ବସନ୍ତ କିସାନ, ତାରାକାନ୍ତ ମହାନ୍ତି,ଗୀତାଂଶୁ ଦାଶ,ଚନ୍ଦନ ବାରିକ,ଦେବାଶିଷ ମହାପାତ୍ର, ସୌମ୍ୟରଞ୍ଜନ ସାହୁ,କ୍ଷୀରେଶ୍ବର ଛୁରିଆ, ଶ୍ୟାମ ପାଣ୍ଡେ, ମହାଦେବ ରୋହିଦାସ,ମମତା ଅଗ୍ରୱାଲ୍,ପଦ୍ମାଳୟା ବିଶ୍ବାଳ,ଅନ୍ନପୁର୍ଣ୍ଣା ଅଗ୍ରୱାଲ୍, ସୁଧାମୟୀ ବଢ଼େଇ,ଶେଶବନ୍ତି ସାହୁ,ପୁଷ୍ପାଞ୍ଜଳି ସାହୁ,ରାଜେଶ କୁମାର ବେହେରା,ଲକ୍ଷ୍ମୀପ୍ରିୟା ପ୍ରଧାନ,କଲ୍ୟାଣି ଭୋଇ,ଯଶୋବନ୍ତ ଛୁରିଆ,ରବିରତ୍ନ ସିଂ,ସୁବଳ କୁମ୍ଭାର, ମନୋରଞ୍ଜନ ପଣ୍ଡା, ଭିମ ପଣ୍ଡିତ, ଧରଣିଧର ମିଶ୍ର,ଲକ୍ଷ୍ମୀ ପ୍ରଧାନ, ଅମିତ ମେଣ୍ଡଳି,ମେଣ୍ଡସଞ୍ଜିବ ନାୟକ,ମଣ୍ଟୁ ମିର୍ଦ୍ଧା,ଅଶୋକ ମିର୍ଦ୍ଧା, ସିତୁ ମିର୍ଦ୍ଧା, ବିଦ୍ୟାଧର ସାହୁ, ଚନ୍ଦନ ବଂଛୋର,ମନୋରଞ୍ଜନ ପଧାନ, ଗୌରୀଶଙ୍କର ପାଢ଼ି ,ଚିତ୍ରସେନ୍ ଭୋଇ,କିଶୋର ନାଏକ,ସାରଥି ନାଏକ ବୈକୁଣ୍ଠ ମଟାରି,ସୂର୍ଯ୍ୟନାରାୟଣ ପାଢ଼ି ,ଅକ୍ଷୟ ବିଶ୍ବାଳ,ଦେବେନ୍ଦ୍ର ଠେଠୁଅlର୍,ବାଳକୃଷ୍ଣ ସାହୁ,ନବିନ ମହାକୁର,ଧୀରେନ୍ ନାଗ୍,ବିଶ୍ବନାଥ ବାଗ୍,ନରେନ୍ଦ୍ର ଠେଠୁଆର୍,ଶିଶିର କାଞ୍ଜିଆ l
ସମ୍ବାଦ ଧନକଉଡ଼ା ପ୍ରତିନିଧି ସଞ୍ଜିବ କୁମାର ଠାକୁର ଓ ସମ୍ବାଦ ଆମ ଓଡ଼ିଶା ସଂଯୋଜକ ପ୍ରିୟତୋଷ ମହାନ୍ତି ଉପସ୍ଥିତ ଥିଲେ l