-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
27-Dec-2023
ସମ୍ବଲପୁର - ( ସଂଜୀବପାଣିଗ୍ରାହୀ) ପ୍ରଥମ ଥର କରି ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ ପରିପ୍ରେକ୍ଷୀ ରେ କମିଟି ର ସଭାପତି ସଞ୍ଜୟ ବାବୁଙ୍କ ନେତୃତ୍ୱ ରେ କମଲ ଲୋଚନ ପଣ୍ଡା, ଜୟକୃଷ୍ଣ ବେହେରା, ଗୁଣ ରଞ୍ଜନ ସାଲିମା, ଚୈତନ୍ୟ ନାୟକ ଓ ଫଣିନ୍ଦ୍ର ପଣ୍ଡା ପ୍ରମୁଖ ସମ୍ବଲପୁର ଜିଲ୍ଲାପାଳ ଙ୍କ ସହିତ ସାକ୍ଷାତ କରି ସମ୍ବଲପୁର ରେ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରା ସମ୍ବଧ ରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ, ଜ଼ିଲ୍ଲାପାଳ ଏହି ଧନୁଯାତ୍ରା ନିମନ୍ତେ ସହମତି ପ୍ରକାଶ କରି ପ୍ରଶାସନ ତରଫ ରୁ ସମସ୍ତ ପ୍ରକାର ସହଯୋଗ କରାଯିବା ପାଇଁ ସମ୍ମତି ଜଣାଇ ଥିଲେ