-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
16-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଫେନସି ଡ୍ରେସ ପ୍ରତିଯୋଗିତାରେ ସହରର ଲିଟିଲ ଫ୍ଲାୱାର ସ୍କୁଲ ର ପ୍ରଥମ ଶ୍ରେଣୀ ଛାତ୍ରୀ ଆରାଧ୍ୟ ସିଂହ କୃତିତ୍ୱ ହାସଲ କରିଛନ୍ତି l ଏହି ଅବସରରେ ସ୍ଥାନୀୟ ମନୋହରପୁର ପୋଲିସ ପଡିଆରେ ଆୟୋଜିତ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କୁ ମାନପତ୍ର, ମେଡାଲ ଓ ମୋମେଂଟୋ ଦେଇ ସମ୍ମାନିତ କରିଥିଲେ l ଏହି ଅବସରରେ ବାଲାଙ୍ଗୀର ଜିଲ୍ଲାପାଳ, ଏସପି ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୟୀ ଅଧିକାରୀ ଉପସ୍ଥିତ ଥିଲେ l