-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Aug-2023
ଅନୁଗୋଳ - ଲାଞ୍ଚ ନେଇ ଧରା ପଡିଲେ ଲିଫ୍ଟ ଇରିଗେସନ ଡେପୁଟି ଏକଜୁକେଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ । ଖଲାରୀ ଗାଁର ଶ୍ରୀକାନ୍ତ ଦେହୁରୀଙ୍କ ଠାରୁ ୫୦ ହଜାର ଟଙ୍କା ନେବା ବେଳେ ଧରା ପଡିଲେ । ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ନେଉଥିଲେ ଲାଞ୍ଚ ।