-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||     

HOME   ଜିଲ୍ଲା

ସବୁବେଳେ ଚର୍ଚ୍ଚାରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମୋନହର ରନ୍ଧାରୀ: ଚାଷୀଙ୍କ ସହ ଜମିରେ ହୋଲ ଲଙ୍ଗଳ ଧରି ଚାଷ କଲେ ବିଧାୟକ

24-Jul-2023



ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାର ଶ୍ରେଷ୍ଠ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସବୁବେଳେ ନିଜେ ନିଜକୁ ଚର୍ଚ୍ଚା ସାଉଣ୍ଡି ବାରେ ଲାଗିଛନ୍ତି। ଆଜି ଚାଷୀଙ୍କ ସହ ଜମିରେ ହୋଲ ଲଙ୍ଗଳ ଧରିବା ସହ ପଳାମଧ୍ୟ ରପିଲେ  ବିଧାୟକ l ବିଧାୟକ ହେବେତ ଏମିତି। ୧୨ ମାସରେ ୧୩ ପର୍ବ ଭଳି  ବିଧାୟକ  ମଧ୍ୟ ପ୍ରତି ମାସରେ ଜନତାଙ୍କ ସେବା କାର୍ଯ୍ୟରେ  ନିଜକୁ ନିୟୋଜିତ କରି ଲାଗିଥାନ୍ତି। ଟିକିଏ ସମୟ ପାଇଗଲେ ସେ ଘରେ ବିଶ୍ରାମ ନ କରି ଦିନ ରାତି ଜନତାଙ୍କ ଠାରେ ନିଜ ଜୀବନ ବାଜି ଲଗାଇ ଥିବା ବେଳେ  ଅନେକ ଉପାନ୍ତ ଗ୍ରାମ

ଗୁଡ଼ିକକୁ  ଯାଇ ମହିଳା ମାନଙ୍କୁ ଜମିରେ ଧାନ ରୁଆ କରୁଥିବା ବେଳେ ହାଜର ହୋଇ ଯାଇଥାନ୍ତି। ମହିଳା ମାନେ ଆମର ବିଧାୟକ ଆଜ୍ଞା  ଗାଡ଼ିରେ ଆଦିବାସୀ ଭାଷାରେ ଗୀତ ବଜାଇ  ବଜାଇ ଆଇସିଚେ (ଦେଖି ଦେକା ଗାଡ଼ି ଲଗେ କେତେ କାଇଟା ଦେବାକେ ଆନ୍ ସିଚେ) ଏଭଳି କହି   ଭାବ ବିହ୍ଵଳ ହୋଇଥାନ୍ତି।କିଛି ସମୟ ପାଇଁ ଜମିରେ ହସ ଖୁସି ରେ ମହିଳା ମାନେ ପଲିଥିନ୍ ଚା, ବିସ୍କୁଟ, ଜିଲାପି, ମିକ୍ଚର,ଖଡୁ,ଲଡୁ ପାଇବା ପରେ ବିଧାୟକ ମହିଳା ମାନଙ୍କ ସହିତ କୋରାପୁଟିଆ ଆଦିବାସୀ ଭାଷାର ସଙ୍ଗୀତର ତାଳେ ତାଳେ ନାଚିବାର ମଜା ନେଇ ବର୍ଷା ଭିଜା ପାଣିରେ ଆନନ୍ଦ ପାଇଥାଆନ୍ତି । ସେ ଏଭଳି କାର୍ଯ୍ୟକ୍ରମ ତାଙ୍କ ପାଇଁ ନୂଆ କଥା ନୁହେଁ। ପୂର୍ବରୁ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବାବେଳେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରି ଆସୁଥିଲେ। ଗତ ବର୍ଷ ୨୦୨୨ରେ  ଅକସ୍ମାତ୍ କୌଣସି କାରଣ ରୁ ତାଙ୍କ ଗୋଡ଼  ଖରାପ ହୋଇଯାଇଥିଲା। ଡକ୍ଟର ତାଙ୍କୁ କିଛି ଦିନ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ ହେଲେ ମଧ୍ୟ ବାଙ୍କୁଲି ବାଡ଼ି ଧରି ମଧ୍ୟ ନିଜେ ଜନତାଙ୍କ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ କୁ ଯାଇ ମହିଳା ମାନଙ୍କୁ ଜମିରେ ଯାଇ ହସ ଖୁସି କରିବା ସହିତ  ନିଜ ଗାଡ଼ିରେ ନିଜ ଖର୍ଚ୍ଚ ରେ ଆଣିଥିବା ଜିନିଷ ବଣ୍ଟନ କରୁଥିଲେ।ସେ ଗତ କାଲି ନିଜ ନିର୍ବାଚନ ମଣ୍ଡଳୀର ମଇଦଲପୁର ଅଞ୍ଚଳ ର ଜମିରେ ମହିଳା ମାନଙ୍କ ସହିତ ଦେଖା କରିବା ସହିତ ସମସ୍ତ ଙ୍କ ସହିତ ମିଶିବା ତାଙ୍କ ମନରେ କେତେ ଖୁସି ଲାଗି ଥାଏ କହିଲେ ନ ସରେ। ପୂର୍ବରୁ ନିଜକୁ ଚାଷୀ ପୁଅ ବୋଲି  ହଳ ଧରି ଥିବା ବେଳେ କେତେ ବେଳେ ଧାନ କାଟିବା ଧାନ ବୋହିବା, କୌଣସି ବ୍ୟକ୍ତିର ହଟାତ୍ ଦୁର୍ଘଟଣା ହେଲେ ତୁରନ୍ତ ନିଜ ଗାଡ଼ି ରେ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ଭଳି   ଅନେକ ଉଦାହରଣ ଦେଖିବାକୁ ମିଳିଥିଲା। ଏଭଳି ଲୋକ ପ୍ରିୟ ବିଧାୟକ  ନବରଙ୍ଗପୁର

ଜିଲ୍ଲାରେ କେବଳ ଜଣକୁ ହିଁ ଦେଖିବାକୁ ମିଳୁଛି ବୋଲି ଜିଲ୍ଲା ବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି। ନିଜେ ନାଚି ଅନ୍ୟ ମାନଙ୍କୁ ନଚାଇବା ସହ ଜନତାଙ୍କୁ ଖୁସି କରାଇ ନିଜେ ଆନନ୍ଦ ହେବା ବିଧାୟକ ହେଉଛନ୍ତି ଏ lଯେ କୌଣସି କାର୍ଯ୍ୟକ୍ରମରେ ବିଧାୟକ ଆସିଲେ ଜନତା ଏତେ ଭାବ ବିହ୍ଵଳ ହୋଇ ଯାଉଥାନ୍ତି କହିଲେ ନ ସରେ , ସତେ ଯେମିତି ନିଜ ଜନ୍ମ କରିଥିବା ମା ନିଜ ପୁତ୍ରକୁ ଅନେକ ବର୍ଷ ପରେ ଘରେ ଆସିଲେ ଯେମିତି ଖୁସି ବିଧାୟକ ଆସିଲେ ସେମିତି ଖୁସି ଲାଗେ ବୋଲି ଜନ ସାଧାରଣଙ୍କ ଠାରୁ  ଶୁଣିବାକୁ ମିଳୁଛି।ଏ ନେଇ ଆମେ ବିଧାୟକ ଙ୍କୁ ପଚାରି ବାରୁ  ତାଙ୍କ ପ୍ରତିକ୍ରିୟାରେ ସେ କହିଥିଲେ, ଜନତା ହେଉଛନ୍ତି ମୋ ପାଇଁ ଭଗବାନ,  ତେଣୁ ନିଜେ କେବେ ଘରେ ବସି ରହିବାକୁ ଇଚ୍ଛା କରେ ନାହିଁ,  ସବୁବେଳେ ତାଙ୍କ ସହିତ ସମୟ ଅତିବାହିତ କରିବାକୁ ଚେଷ୍ଟା  କରେ ବୋଲି କହିବା ସହିତ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି।

(ରିପୋର୍ଟ : ମିହୀର ଶଙ୍କର ପାତ୍ର,ନବରଙ୍ଗପୁର)


News Comment




Photo in News

Advertisment
Lastest News
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   03-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ   03-Oct-2026

You Might Also Like