-+91-9937148622 |

prerana_bgr@rediffmail.com |

  Wednesday 1st July 2026 |

| | | |

R.N.I. Regd No. ODIODI/2010/46693

Breaking News

ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||      ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   (01-Jul-2026)       ||      ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା    (01-Jul-2026)       ||      ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ    (01-Jul-2026)       ||      ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   (01-Jul-2026)       ||      ଆଇନ ସଚେତନତା ଶିବିର    (01-Jul-2026)       ||      ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   (01-Jul-2026)       ||      କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   (01-Jul-2026)       ||      ୧୧୯ କଲୋନୀର ନର୍ଦ୍ଦମା ଅବରୋଧ,ଜଳ ନିଷ୍କାସନ ବାଧାପ୍ରାପ୍ତ    (01-Jul-2026)       ||      ବିନିକା ଅଞ୍ଚଳରେ ମଧ୍ୟରାତ୍ରରୁ ମୂଷଳଧାରାରେ ଲାଗି ରହିଛି ବର୍ଷା।   (01-Jul-2026)       ||      *ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର* *ପାରମ୍ପରିକ ଲୋକକଳା: ସରମଙ୍ଗଲା*   (01-Jul-2026)       ||      ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ   (01-Jul-2026)       ||      *ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠନ   (01-Jul-2026)       ||      ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (01-Jul-2026)       ||      କଣ୍ଟାବାଞ୍ଜିରେ ମଦ ଦୋକାନୀ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ♦️ ଟଙ୍କାର ପ୍ରଲୋଭନ ଦେଖାଇ ଘଟଣା ଚାପି ଦେଲେ    (30-Jun-2026)       ||      ପୌର ପରିଷଦ, ବଲାଙ୍ଗୀରର ତିନି ଜଣ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା   (30-Jun-2026)       ||     

HOME   ଜିଲ୍ଲା

ଶ୍ୟାମାକାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ - ଧନୁଯାତ୍ରା ମହୋତ୍ସବ ହେବ ବିଶେଷ ଆକର୍ଷଣ

23-Jul-2023



ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ଆସନ୍ତା ୧୧ ତମ ଶ୍ୟାମାକାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଗୈାରିଶଙ୍କର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ‌ଗତ ବର୍ଷ ର ଆୟବ୍ୟୟ ବୀବରଣୀ ସମ୍ପାଦକ ତଥା କୋଷାଧ୍ୟକ୍ଷ ମନୋଜ କର୍ମୀ ପଠନ କରିଥିଲେ । ଚଲିତ ବର୍ଷ କିଭଳି ସୁରୁଖୁରୁରେ ଶ୍ୟାମାକାଳୀ ପୂଜା କାର୍ଯ୍ୟ ସମାପନ ହେବା ସେନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ୯ ଧରି ଏକ ଧନୁଯାତ୍ରା ମହୋତ୍ସବ ଆୟୋଜନ ହେବାର ବୈଠକରେ ସ୍ଥିରୀକୃତ ହେଇଥିଲା।‌ ଏଥିରେ କମିଟିର ସଦସ୍ୟ ‌ରହିମ ପଧାନ,‌ହେମନ୍ତ ପଧାନ, ସହଦେଵ ମହାକୁର, ଗୋକୁଳାନନ୍ଦ ସାହୁ, ମହାଦେବ ସାହୁ, ଉମାକାନ୍ତ ଭୋଇ,କୁଶ ମହାକୁର,ଆଶିଷ ସାହୁ,ବିକାଶ ସାହୁ, ଗଦାଧର ବାଦି,ସନାତନ ନାଗ, ବିନାୟକ ମିର୍ଦ୍ଧା , ବିନୋଦ ମହାକୁର ଓ ଖଣ୍ଡହତା ସମିତି ସଭ୍ୟ ବିନୋବା ନନ୍ଦ ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ   01-Jul-2026
  ଜିଲ୍ଲା  
୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   01-Jul-2026
  ଜିଲ୍ଲା  
*ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   01-Jul-2026
  ଜିଲ୍ଲା  
ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   01-Jul-2026
  ଜିଲ୍ଲା  
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା   01-Jul-2026
  ଜିଲ୍ଲା  
ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   01-Jul-2026
  ଜିଲ୍ଲା  
ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା   01-Jul-2026
  ରାଜ୍ୟ  
ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ   01-Jul-2026
  ଜିଲ୍ଲା  
ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   01-Jul-2026
  ଜିଲ୍ଲା  
ଆଇନ ସଚେତନତା ଶିବିର   01-Jul-2026
  ଜିଲ୍ଲା  
ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   01-Jul-2026
  ଜିଲ୍ଲା  
କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   01-Jul-2026

You Might Also Like