-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ) ମୁରିବାହାଲ ଥାନା ଗୁଡିଘାଟ ପଂଚାୟତ ଅନ୍ତର୍ଗତ ବାରବନ୍ଧ (ବେହେରାଖାଇ) ଗ୍ରାମ ରେ ଜଣେ ବିବାହିତ ଯୁବକ ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମୁରିବାହାଲ ଥାନା ରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲାର ତଦନ୍ତ କରି ବେହେରାଖାଇ ଗ୍ରାମ ର ଯୋଗିନ୍ଦ୍ର ଭୋଇ ଙ୍କ ପୁଅ ମିଥୁନ ଭୋଇ (୨୪) କୁ ଗିରଫ କରି କୋର୍ଟ ଚାଳାଣ କରିଥିଲା। କୋର୍ଟ ରେ ଜାମିନ ଆବେଦନ ନାମନ୍ଜୁର ହେବାରୁ ଅଭିଯୁକ୍ତ କୁ ଜେଲ ପଠାଇ ଦିଆଯାଇଥିବା ର ଜଣାଯାଏ।