-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2023
ଭୁବନେଶ୍ୱର: ଆସନ୍ତା ଜୁଲାଇ ୭ ରେ ସାରା ଓଡ଼ିଶା ରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ଅଧୁରା ପ୍ରେମ କାହାଣୀ । ଶୁଭାଶିଷ ଶର୍ମା , ପୁନମ୍ ଓ ସୂର୍ଯମୟୀ ଙ୍କ ଅଭିନୟ ତା ସାଙ୍ଗକୁ ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ଏମିତି ବହୁତ କଳାକାର ଙ୍କୁ ନେଇ ଅଧୁରା ପ୍ରେମ କାହାଣୀ ସିନେମା ଟି ରଜତ ଜ୍ୟୋତି ନିର୍ମାଣ କରିଛନ୍ତି। ନିକଟରେ ଆମର ମୁଜିକ ୟୁଟ୍ୟୁବରେ ଗୀତ ଗୁଡ଼ିକ ଓଡ଼ିଆ ସିନେ ପ୍ରେମୀ ଙ୍କୁ ମୁଗ୍ଧ କରିଛି ।
(ଅମୃତ ନନ୍ଦ ଙ୍କ ରିପୋର୍ଟ )