-+91-9937148622 |

prerana_bgr@rediffmail.com |

  Friday 13th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||      ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Mar-2026)       ||      ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ ♦️ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ ଓ ଟି ପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ    (13-Mar-2026)       ||      ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ-୨୦୨୬ ଅନୁଷ୍ଠିତ   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   (13-Mar-2026)       ||      ଖଡ଼ିଛୁଆଁ ପୂର୍ବରୁ ଶିଶୁ ବାଟିକା ପିଲାଙ୍କ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ   (13-Mar-2026)       ||      ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ   (13-Mar-2026)       ||      ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍   (13-Mar-2026)       ||      ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ   (13-Mar-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ପାର୍କିଂ ଜୋନ ଓ ସ୍ପୀଡ ବ୍ରେକର ଦାବି - ଜିଲ୍ଲା ଛାତ୍ର କଂଗ୍ରେସ ର ପ୍ରସ୍ତାବ   (12-Mar-2026)       ||      ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଳିକେଶଙ୍କ ବିଧାନସଭାରେ ପ୍ରଶ୍ନ♦️ ବଲାଙ୍ଗୀର ଜିଲ୍ଲାରେ ଖଣିଭିତ୍ତକ ଶିଲ୍ପସ୍ଥାପନର ପ୍ରସ୍ତାବ ନାହିଁ - ଖଣିମନ୍ତ୍ରୀ   (12-Mar-2026)       ||      *ନିଆରା ବିବାହ ବାର୍ଷିକୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ*-   (12-Mar-2026)       ||      ସରକାରଙ୍କ ଅଜବ ନୀତି:ଏଚ୍ ଆର ଏମ୍ ଏସ ସର୍ଭର ବନ୍ଦ,ତଥାପି ବିଲ୍ ଦାଖଲ ପାଇଁ ଡେଡ୍ ଲାଇନ୍   (12-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   (12-Mar-2026)       ||      ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ    (12-Mar-2026)       ||      ହରିରାଜପୁର ମେଳଣ ପଡିଆରେ ରାଜ୍ୟସ୍ତରୀୟ କବିତା ଆସର    (12-Mar-2026)       ||      ଡୁମେରପିଟା ସ୍କୁଲ ରେ ଛାତ୍ରଙ୍କୁ ମାଡ଼ ଘଟଣା,ଥାନା କୁ କଥା ଗଲା ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେଉଛି କିଏ ?   (12-Mar-2026)       ||      ବାପୁଜୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ   (12-Mar-2026)       ||     

HOME   ଜିଲ୍ଲା

ବିପ୍ରଙ୍କୁ ଦାଉସାଧିଛି ଅଜଣା ରୋଗ

11-Jun-2023



ବ୍ରହ୍ମପୁର (ଝିଲ୍ଲି କୁମାରୀ ସାହୁ ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେଵ ଟିକରପଡା ପଂଚାୟତ ର ଏକ ଆଦିବାସୀ ଗ୍ରାମ ପୋଡ଼ାଖାଲ ର ତିରିଶି ବର୍ଷ ବୟସ୍କ ବିପ୍ର ମଳିକ ପିତା ସ୍ବର୍ଗତ ବଳରାମ ମଳିକ ଗତ ତିନିବର୍ଷ ଧରି ରୋଗ ଶଯ୍ୟାରେ ପଡିରହିଛନ୍ତି! ଡାକ୍ତରୀ ଚିକିତ୍ସା ଅନୁଯାୟୀ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷାରୁ କୌଣସି ନିର୍ଦ୍ଧିଷ୍ଟ ରୋଗର ଲକ୍ଷଣ ପ୍ରକାଶ ପାଉନଥିବାରୁ ସେ ଡାକ୍ତର ଚିକିତ୍ସା ରୁ ବଞ୍ଚିତ ହୋଇ ଏହିଭଳି ଭାବେ ପଡିରହିଛନ୍ତି! ତାଙ୍କର ଗୋଡ଼ ଦୁଇଟି ଅଚଳ ହୋଇପଡ଼ିଥିବାରୁ ସେ ଚଲା ବୁଲା କରିବା ଦୂରେ ଥାଉ ବସିବା ପାଇଁ ମଧ୍ୟ ସକ୍ଷମ ହୋଇ ପାରୁ ନାହାନ୍ତି! ସ୍ତ୍ରୀ ଓ ଦୁଇଟି ଛୋଟ ଛୁଆଙ୍କୁ ନେଇ ତାଙ୍କ ପରିବାରର ସେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବାରୁ ତାଙ୍କର ଏହି ଦୁର୍ଦିନ ରେ ପରିବାରର ଭୋକିଲା ପେଟକୁ ଆହାର ଯୋଗାଇବା ଅସମ୍ଭବ ହୋଇ ପଡିଛି! ଏଣୁ ବିପ୍ର ମଳିକର ଚିକିତ୍ସା ସାଙ୍ଗକୁ ପରିବାର ପ୍ରତି ପୋଷଣ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ହେଲେ ଗୋଟିଏ ସରଳ ନିରୀହ ଆଦିବାସୀ ପରିବାରର ଜୀବନ ରକ୍ଷା ହୋଇପାରିବ! ବିପ୍ର ମଲିକଙ୍କ ମୋବାଇଲ ନମ୍ବର ୮୪୫୭୮୬୩୮୬୧

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   13-Mar-2026
  ଜିଲ୍ଲା  
*ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   13-Mar-2026
  ଜିଲ୍ଲା  
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   13-Mar-2026
  ଜିଲ୍ଲା  
ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ ♦️ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ ଓ ଟି ପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ   13-Mar-2026
  ଜିଲ୍ଲା  
ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ-୨୦୨୬ ଅନୁଷ୍ଠିତ   13-Mar-2026
  ଜିଲ୍ଲା  
ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   13-Mar-2026
  ଜିଲ୍ଲା  
ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି   13-Mar-2026
  ଜିଲ୍ଲା  
ଖଡ଼ିଛୁଆଁ ପୂର୍ବରୁ ଶିଶୁ ବାଟିକା ପିଲାଙ୍କ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ   13-Mar-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ   13-Mar-2026
  ରାଜ୍ୟ  
ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍   13-Mar-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ   13-Mar-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ପାର୍କିଂ ଜୋନ ଓ ସ୍ପୀଡ ବ୍ରେକର ଦାବି - ଜିଲ୍ଲା ଛାତ୍ର କଂଗ୍ରେସ ର ପ୍ରସ୍ତାବ   12-Mar-2026

You Might Also Like