-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଅର୍ଥ  ନୁହେଁ କେବଳ ଯୋଗାଭ୍ୟାସ ଆବଶ୍ୟକତା 

10-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):  ଆଜି ସୁବର୍ଣ୍ଣପୁର  ଶ୍ରୀ ଗୋପାଳ ଜୀ ତଡ଼ିତ ଶ୍ଵାସ ମନ୍ତ୍ର ଯୋଗାଳୟରେ ଯୋଗ ମୋହତ୍ସବ ସମିତି, ଜିଲ୍ଲା ଯୋଗ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ମିଳିତ ଆନୁକୁଲ୍ୟ ରେ ଏକ ଦିବସୀୟ  ବିଶ୍ଵ ଯୋଗ ଦିବସ ପ୍ରୋଟୋକଲ ଆସନ ପ୍ରାଣାୟମ ର ଅଭ୍ୟାସ ହୋଇ ଯାଇଛି ,l ପତଞ୍ଜଳୀ  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡାଙ୍କ ସଂଜୋଜନା ରେ ଅନୁଷ୍ଟିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ  ଡ଼,

ଦୁର୍ଗା ଦତ୍ତ ଦାସ ମୁଖ୍ୟ ଅତିଥି ଭାବେ,  ସମ୍ମାନିତ ଅତିଥି ଭାବରେ ଯୋଗ ସାଧକ ଇଂ ତିରୁପତି ପାତ୍ର,  ବରିଷ୍ଟ ଆଇନଜୀବୀ ତଥା ରଷ୍ଟିୟ ସ୍ୱୟଂ ସେବେକ ସଂଘ ର ସଦସ୍ୟ ପ୍ରଦୀପ ପୁରୋହିତ, ଯୋଗାଳୟ ସଭାପତି  ହରିହର ଶତପଥୀ, ଉଦ୍ୟୋକ୍ତl ଆର୍ତ୍ତ ତ୍ରାଣ ବାବୁ, ବରିଷ୍ଠ ସାମ୍ବାଦିକ ମନୋରଂଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ  ଯୋଗ ହେଉଛି ଭାରତୀୟ ପ୍ରାଚୀନ ସଂସ୍କୃତି  l ଯୋଗ ମାଧ୍ୟମ ରେ ଭାରତ ବିଶ୍ୱ ଗୁରୁ ଭାବେ ଜାତିସଂଘ ରେ ସ୍ୱକୃତି ପ୍ରାପ୍ତ ହୋଇ ଏବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ବୋଲି କହି   ଯୋଗ ପାଇଁ ଅର୍ଥ ନୁହେଁ କେବଳ ଅଭ୍ୟାସ ଜରୁରୀ ବୋଲି ମତ ରଖି ଦେଶ ପାଇଁ ରାଷ୍ଟ୍ର ପାଇଁ କାର୍ଯ୍ୟ କରିବା ଏହି ମନ୍ତ୍ର ଏହି ବାର୍ତ୍ତା କୁ ସବୁଠି ପହଞ୍ଚାଇବା ବୋଲି କହିଥିଲେ l  ଏବଂ ଡାକ୍ତରୀ ଚିକିତ୍ସା  ଠାରୁ  ୟୋଗ ପ୍ରାଣାୟାମ ଖୁବ ଫଳପ୍ରଦ ହୋଇଥାଏ ବୋଲି  ନିଜ ନିଜ ର ଅନେକ ଅନୁଭୂତି କହିଥିଲେ l ଶ୍ରୀ ଗୋପାଳ ଜୀ ଯୋଗଳୟ ର ବେଦ ପ୍ରଚାର ସମିତି ର ଜିଲ୍ଲା ସଂଯୋ ଜକ ପଙ୍କଜ ମେହେର,  ବୈଦ୍ୟନାଥ ଜାଲ ଙ୍କ ପରିଚାଳନା ରେ  ଗତ ବାଲେଶ୍ଵର ରେଳ ଦୁର୍ଘଟଣାର ସ୍ୱର୍ଗପ୍ରାପ୍ତ ଆତ୍ମା ଙ୍କ ସଦଗତି ହେତୁ ଏକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇ ଥିଲା l ବରିଷ୍ଟ ଯୋଗ ସାଧକ ହରିହର ଶତପଥୀ ଓ  ପତଞ୍ଜଳି ଯୋଗ ପୀଠ ହରିଦ୍ୱାର ରୁ  ଯୋଗ ଶିକ୍ଷକ ଭାବରେ ମନୋନୀତ ହୋଇ ଥିବା ନିଁମେଇ ମହାକୁଡ଼ ଓ ଗୁଣ ନିଧି ଥନାପତି ଙ୍କୁ ସଂଗଠନ ତରଫରୁ ସଂମ୍ବର୍ଦ୍ଧିତ କରା ଯାଇଥିବା ବେଳେ ଜିଲ୍ଲା ର 50ଜଣ  ବରିଷ୍ଟ ଯୋଗ ପ୍ରଶିକ୍ଷକ ଏ ଶିବିର ରେ ଯୋଗ ପ୍ରଶିକ୍ଷଣ ନେଇଥିଲେ  । ଯୋଗ ମହୋତ୍ସବ ସମିତି ସଭାପତି ସଞ୍ଜୟ ମହାପାତ୍ର ଯୋଗ ଦିବସ ପାଳନ ବିଷୟ ରେ ବିବରଣୀ ପ୍ରଦାନ  କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like