-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
20-May-2023
ବଲାଙ୍ଗିର (ଦେବାଶିଷ ବହିଦାର ): ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ସାଲେପାଲିରେ ଯୁବକକୁ ବିଭତ୍ସ ହତ୍ୟା ଘଟଣା ର ପର୍ଦ୍ଦାଫାସ ହୋଇଛି I ମୃତକ ରିଙ୍କୁ ମେହେରଙ୍କ ବଡ ଭାଇ ପିଙ୍କୁ ମେହେର ପୋଲିସ ହାତରେ ଗିରଫ ହୋଇଛି I ଭାଇର ଗୁଣ୍ଡାଗର୍ଦି ରେ ଅତିଷ୍ଠ ହୋଇ ହତ୍ୟା କରିଥିଲା ପିଙ୍କୁ I ଗତ 17 ତାରିଖ ବନ୍ଦ ଘରୁ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ I ମୁଣ୍ଡ, ଗଣ୍ଡି ଅଲଗା କରି ପଲିଥିନରେ ଭର୍ତି କରିଛି ହତ୍ୟାକାରୀ I ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରିଥିଲା ପୋଲିସ I କିଛି ଦିନ ତଳେ ବାପା ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମୃତ ଯୁବକ I