-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
19-May-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଏକ ବଡ଼ ଧରଣର ଅଦଳବଦଳର ଏକ ଅଂଶ ଭାବରେ ଗୁରୁବାର ଦିନ ଓଡ଼ିଶା ସରକାର ସମ୍ବଲପୁର ସମେତ ପାଞ୍ଚଟି ଜିଲ୍ଲାର ଏସପିଙ୍କୁ ସ୍ଥାନାନ୍ତର କରିଛନ୍ତି ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ଏସପି ଭାବେ ମୁକେଶ କୁମାର ଭାମୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଲେ ସମ୍ବଲପୁର ଏସପି ବି ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି l