-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-May-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ମହୁଲପାଲି ଥାନା ଅନ୍ତର୍ଗତ କେସେଇବାହାଲ ଗେସ୍ ଗୋଦାମ ଏବଂ ଜମନକିରା ଥାନା ଅନ୍ତର୍ଗତ ଫାଶୀମାଲ୍ ଗେସ୍ ଗୋଦାମରୁ ଗେସ୍ ସିଲିଣ୍ଡର୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ତେବେ ଅଭିଯୋଗକୁ ଭିତ୍ତକରି ଏହି ଗେସ୍ ସିଲିଣ୍ଡର ଚୋରି ରେକେଟ ର ପର୍ଦାଫାସ କରିଛି ପୁଲିସ୍ ଏବଂ ଏହି ଘଟଣାରେ ମହୁଲପାଲି ପୁଲିସ୍ ଏବଂ ଜମନକିରା ପୁଲିସ୍ ୯ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ସୁଜିତ୍ ଦାସ,ଏମଡି ସାକିର ,ଉଦୟ ସାହୁ, ତେଜରାଜ ବେସନ, ଅଜିତ କୁମାର ରାଏ, ରବି ସା ସୁରଜ କୁମାର ସାହୁ, ପିଙ୍କୁ ପଟେଲ ଏବଂ ମାନସ କୁମାର୍ l ଏହା ସହ ମହୁଲପାଲି ଅଭିଯୁକ୍ତ ମାନଙ୍କ ପାଖରୁ ୫୪ ଟି ଗେସ୍ ସିଲିଣ୍ଡର୍,ମହିନ୍ଦ୍ରା ପିକଅପ୍ ଭ୍ୟାନ, ଅଟୋ ରିକ୍ସା ,ମାରୁତି ଇକୋ,ଏବଂ ୫ ଟି ମୋବାଇଲ ଫୋନ୍ ଜବତ କରିଛି ମହୁଲପାଲି ପୁଲିସ