-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲାରେ ସଂସ୍କୃତ ଶିକ୍ଷାର ଦୟନୀୟ ଚିତ୍ର, ଜଣେ ଶିକ୍ଷକରେ ଚାଲିଛି ଶତାୟୁ ଶିକ୍ଷାନୁଷ୍ଠାନ

12-May-2023



ବାଲାଙ୍ଗୀର(ପ୍ରେରଣା ଖବର)- ଛାତ୍ରଛାତ୍ରୀଙ୍କ ସଂସ୍କୃତ ଅଧ୍ୟୟନ ପାଇଁ ବଲାଙ୍ଗୀରରେ  ୧୯୧୨ ମସିହାରେ ସ୍ଥାପିତ  ହୋଇଥିବା ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ବର୍ତ୍ତମାନ ଚରମ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏକଦା ଏଠାରେ ସଂସ୍କୃତରେ ପିଜି ପାଠ୍ୟକ୍ରମର ବ୍ୟବସ୍ଥା ଥିଲା କିନ୍ତୁ ଦୁର୍ଭାଗ୍ୟ ଏବେ ଏଡ୍‌ମିସନ କଲା ପିଲା ବି ଏଠାରୁ ମୁହଁ ମୋଡି ଦେଉଛନ୍ତି । ଷଷ୍ଠ ରୁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିକ୍ଷାନୁୁଷ୍ଠାନରେ ଛାତ୍ରଛାତ୍ରୀ ସଂଖ୍ୟା ହେଲା ମାତ୍ର ୧୬ । ସବୁଠାରୁ ଦୁଃଖର ବିଷୟ ହେଲା ଏହି ୧୬ଜଣ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ପାଇଁ ଏଠାରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ସୁଦୁର ବେଲଗାଁ ରୁ ଆସୁଥିବା ଆଉଜଣେ ଶିକ୍ଷକ ଏଠାରେ  ଡେପୁଟେସନ୍‌ରେ କାର୍ଯ୍ୟକରୁଛନ୍ତି । ସେ ବି  ସ୍କୁଲକୁ ସପ୍ତାହକ ତନି ଦିନ ଆସନ୍ତି ।  ୨ଠ୨୨ ମସିହାରେ ଏହି ସ୍କୁଲରୁ ୩ଜଣ ଶିକ୍ଷକ ଅବସର ନେବା ପରେ ଏବେ ଏହି ଦେଢ଼ ଜଣ ଶିକ୍ଷକ କାମ ତୁଲାଉଛନ୍ତି ।

ବଡ କଥା ହେଲା ସଂସ୍କୃତ କଲେଜରେ ସଂସ୍କୃତ ପଢ଼ାଇବା ପାଇଁ ଟ୍ରେଣ୍ଡ୍ ଟିଚର୍ ନାହାନ୍ତି । ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟବସ୍ତୁ ପାଇଁ ମଧ୍ୟ କୌଣସି ଶିକ୍ଷକ ନଥିବା ବେଳେ  ହାଇୟର ସେକେଣ୍ଡେରି ବିଭାଗ ଅଧୀନରେ ଥିବା ଯୁକ୍ତ ୨ ଓ ଯୁକ୍ତ ୩ କଲେଜର ଅବସ୍ଥା ମଧ୍ୟ ତଦୃପ । ଏଠାରେ ସ୍ଥାୟୀ ପ୍ରିନ୍ସିପାଲ ନ ଥିବା ଯୋଗୁଁ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ପ୍ରିନ୍ସିପାଲ ମନୋରଂଜନ ମିଶ୍ର ଏହି ଦାୟିତ୍ୱ ତୁଲାଉଛନ୍ତି । ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ  ଏଠାରେ ମଧ୍ୟ ରେଗୁଲାର ଟିଚର ବଦଳରେ ଠିକା ଶିକ୍ଷକ କାମ ଚଳାଉଛନ୍ତି ।  ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅଭାବ ଭିତରେ ଦେଖନ୍ତୁ ଆଉ ଏକ ଦୃଶ୍ୟ । ଏଠାରେ ଡିଇଓ ଅଫିସ ଅଧୀନରେ ଥିବା ଗଦା ଗଦା ମୂଲ୍ୟବାନ ବହିପତ୍ର ଏଠାରେ ଖତ ଖାଉଛି । ପିଲାଙ୍କ ପାଠ ପଢ଼ିବା ପାଇଁ ଉଦ୍ଦିଷ୍ଟ ସରକାରୀ ବହିର ଅବସ୍ଥା ଏପରି ।

ଏହି ସବୁ ଦୃଶ୍ୟ ଦେଖିଲେ ସ୍ପଷ୍ଟ ଭାବରେ ଜଣାପଡିବ ଏଠାରେ ପିଲାଙ୍କ ସଂସ୍କୃତ ପାଠପଢ଼ା କେଉଁ ଢ଼ଙ୍ଗରେ ଚାଲିଥିବ ।  ବଲାଙ୍ଗୀର ବିଧାୟକଙ୍କ ପାଣ୍ଠିରୁ ସ୍କୁଲର ବିଲ୍ଡିଙ୍ଗ ନିର୍ମାଣ ହୋଇଛି । କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ସରକାର ଏହି ଶିକ୍ଷାନୁଷ୍ଠାନକୁ ନିର୍ମାଣ କରିଛନ୍ତି ତାର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନାହିଁ । ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟର ଚରମ ଅବ୍ୟବସ୍ଥା ଏପରି ଲାଗି ରହିଲେ ଆଗାମୀ ଦିନରେ ଏହି ଶତାୟୁ ଶିକ୍ଷାନୁଷ୍ଠାନରେ ତାଲା ଝୁଲିବ, ଏଥିରେ ସନ୍ଦେହ ନାହିଁ । ତେଣୁ ରାଜ୍ୟ ସରକାର ଜିଲ୍ଲାର ଏହି ସର୍ବପୂରାତନ ଶିକ୍ଷାନୁଷ୍ଠାନର ପୁନଃରୁଦ୍ଧାର ପାଇଁ ଏବେ ଠାରୁ ଯତ୍ନବାନ ନହେଲେ ଏହି ଶିକ୍ଷାନୁଷ୍ଠାନ ଘୋର ଅନ୍ଧାକର ମଧ୍ୟରେ ବିଲୀନ ହୋଇଯିବା ସୁନିଶ୍ଚିତ ଅଟେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026

You Might Also Like