-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
09-May-2023
କଣ୍ଟାବାଞ୍ଜି (ଆନନ୍ଦ ମୋଟେ ): ଆଜି କଣ୍ଟାବାଞ୍ଜି କୁଲିଆଦର୍ ରେ ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ କରୁଅମୁଣ୍ଡା ସରପଞ୍ଚ ଶ୍ରୀମତୀ ରିତା ଭାତ୍ରା ଙ୍କ ସ୍ବାମୀ ରାଜେଶ ଭତ୍ରା l ଏଥି ସହିତ ସମସ୍ତ ୱାଡ଼ ମେମ୍ବର ମଧ୍ୟ ସାମିଲ ଥିଲେ l ଏହି ଅବସରରେ ଗ୍ରାମବାସୀ ଙ୍କ ସହିତ ଅତିଥି ମାନେ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ