-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||     

HOME   ଜିଲ୍ଲା

ସାବଧାନ ! ବୁଲୁଛନ୍ତି ମାଳ ମାଳ ଅଜଣା ଯୁବତୀ

29-Apr-2023



ଡୁଙ୍ଗୁରିପାଲି(ଅରାବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏକ ଶାନ୍ତିପ୍ରିୟ ଅଂଚଳ । ଏହି ଅଂଚଳର ସ୍ୱାଭିମାନ ମଧ୍ୟ ସ୍ୱତନ୍ତ୍ର । କିନ୍ତୁ ଏହି ଶାନ୍ତି ପ୍ରିୟ ଅଂଚଳରେ ଅପ୍ରିତିକର ଘଟଣା ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଯାହାକି ଡୁଙ୍ଗୁରିପାଲିର ସ୍ୱାଭିମାନ ଉପରେ ଆଂଚ ଦେଖା ଦେଉଛି । ବିଗତ କିଛି ବର୍ଷ ତଳେ ଡୁଙ୍ଗୁରିପାଲି- ଚିନାଯୁରୀ ମଝିରେ ଥିବା ଏକ ପରିତ୍ୟକ୍ତ ଅବସ୍ଥାରେ କେତେଜଣ ଯୁବକ ଯୁବତୀ ରାତିରେ ଥିଲେ ।  ସ୍ଥାନୀୟ ଲୋକେ ସେତେବେଳେ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ଡୁଙ୍ଗୁରିପାଲି ପୋଲିସ ମଧ୍ୟ ଘଟଣା ସ୍ଥଳରୁ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ ।  ସେମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରାଯାଇଥିଲା । ସେମାନେ ବରପାଲି  ଯାଉଥିବା ବେଳେ ବାଟ ବଣା ହୋଇ ସେଠାରେ ରହିଯାଇଥିବା ପ୍ରକାଶ କରିଥିଲେ ।  ଯାହାକି ପୋଲିସ ସେତିକିରେ ସେମାନଙ୍କୁ ଛାଡି ଦେଇଥିଲା । ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଳଟି ଥିଲା ।  ଉକ୍ତ ଯୁବତୀମାନେ ଏହି ଅଂଚଳର ହୋଇ ନଥିବା ବେଳେ କେଉଁ ସ୍ଥାନକୁ ଯାଉଥିଲେ ।  କେବେ ଯାଇଥିଲେ । ସାଙ୍ଗରେ ଥିବା ପୁରୁଷ ବନ୍ଧୁମାନଙ୍କ ସହିତ ତାଙ୍କର ସଂପର୍କ କଣ ରହିଥିଲା । ଏହାକୁ ପୋଲିସ ପକ୍ଷରୁ ତଦନ୍ତ ଠିକ୍ ଭାବରେ କରାଯାଇଥିଲା ନା ନାହିଁ ତାହା ଜଣା ପଡି ନଥିଲା । କିନ୍ତୁ ବର୍ତ୍ତମାନ ରାତିରେ ଡୁଙ୍ଗୁରିପାଲି ଅଂଚଳରେ ଅଜଣା ବାହାରର ଯୁବତୀମାନେ ବୁଲାବୁଲି କରୁଥିବା ଜୋରସୋରରେ ଆଲୋଚନା ହେଉଛି । ଉକ୍ତ ଯୁବତୀମାନେ ରାତିରେ ଆସି ଚିନାଯୁରୀ-ଡୁଙ୍ଗୁରିପାଲି-ଚେରୁପାଲି ମଧ୍ୟରେ ବୁଲାବୁଲି କରୁଛନ୍ତି । ସେମାନଙ୍କ ଚାଲିଚଳନ ଆଚାର ବ୍ୟବହାରରୁ ବାହାରର ବୋଲି ଜଣାପଡୁଛନ୍ତି । ନିଶାର୍ଦ୍ଧ ରାତିରେ କେତେକ ଯୁବକମାନଙ୍କ ସହିତ ଗାଡିରେ ମଧ୍ୟ ଯାଉଥିବା ଲୋକେ ଆଲୋଚନା କରୁଛନ୍ତି । ଏମାନେ ରାତ୍ରିକାଳୀନ ବସ, ଟ୍ରେନ ଯୋଗେ ଯିବା ଆସିବା କରୁଛନ୍ତି । ରାତିରେ ରହି ପାହାନ୍ତିଆରେ ପୁଣି ଫେରୁ ଯାଉଛନ୍ତି ।  ଏଥିରେ ସ୍ଥାନୀୟ କିଛି ଯୁବକମାନେ ସାମିଲ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏଣୁ ଏହା ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ କରାଯାଇ ଉକ୍ତ ଯୁବତୀମାନେ କେଉଁ ଉଦ୍ଦେଶ୍ୟରେ ଏଠାକୁ ରାତିରେ ଆସି ବୁଲାବୁଲି କରି ସକାଳେ ସେମାନଙ୍କ ପତ୍ତା ନାହିଁ ଏହାର ତଦନ୍ତର ଅବଶ୍ୟକ ରହିଛି । ଯାହାଫଳରେ ଶାନ୍ତି ପ୍ରୀୟ ଅଂଚଳରେ ସ୍ୱାଭିମାନ ବଜାୟ ରହିବ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026

You Might Also Like