-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ କଦର୍ଯ୍ୟ କରି ସାମାଜିକ ଗଣମାଧ୍ୟମରେ ଛାଡିଥିବାକୁ ନେଇ ଆଜି ଭିମସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି । ରାଜ୍ୟ ସଭାପତି ରମାକାନ୍ତ ରାବଣ, ପଶ୍ଚିମ ଓଡିଶା ସଭାପତି ସହଦେବ ମହାନନ୍ଦ, ରାଜ୍ୟ ପ୍ରଭାରି ନରେନ୍ଦ୍ର ରାବଣ, ମଞ୍ଜୁ କୁମ୍ଭାର, ରେଣୁକା ବାଗ, , ସୋନପୁର ପ୍ରଭାରି ପ୍ରମୋଦ ରାବଣ, ପଶ୍ଚିମ ଓଡିଶା ପ୍ରଭାରି କୃଷ୍ଣଚନ୍ଦ୍ର କୁମ୍ଭାର ପ୍ରମୁଖ ଅଭିଯୋଗ ବେଳେ ଉପସ୍ଥିତ ଥିଲୋ ।