-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
27-Apr-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଶ୍ୱ ରଞ୍ଜନ ପତି ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ ଅଦାବର ଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ସୋନପୁର ସହର ର ଦୋକାନ ମାନଙ୍କରେ ଚଢ଼ାଉ କରି ଦୋକାନ ମାନଙ୍କରୁ ୧୯୭୦ଟଙ୍କା ଜରିମାନା ଆଦାୟ କରିଥିଲେ l ଏହି ଟିମରେ ଡ୍ରଗସ ଇନ୍ସପେକ୍ଟର ଉମାଶଙ୍କର ମେହେର ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର
ସାହୁ, ଏକ୍ସସାଇଜ ଇନ୍ସପେକ୍ଟର ଓ ସ୍ଥାନୀୟ ପୋଲିସ ଏହି ଟିମ ରେ ସାମିଲ ଥିଲେ ! ଆଗକୁ ଏହି ସବୁ ଜିନିଷ ଯେପରି ଦୋକାନ ମାନଙ୍କରେ ବିକ୍ରୟ ନହୁଏ ସମସ୍ତ ଦୋକାନୀ ମାନଙ୍କୁ ସଜାଗ ରହିବାକୁ କୁହାଗଲା ନହେଲେ ଆଗକୁ ସବୁ ଜବତ କରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଗଲା.l ଏମ ଏନସିଡ଼ି ଗୀତାଞ୍ଜଳି ମେହେର ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ l