-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
01-Apr-2023
ବଲାଙ୍ଗିର (ପ୍ରେରଣା ଖବର ):ଉତ୍କଳ ଦିବସ କେ ଆଜି କଲା ଦିବସ ରେ ପାଳନ କଲା ବଲାଙ୍ଗୀର ରେ କୋଶଲ ମୁକ୍ତି ମୋର୍ଚ୍ଚା ଆଉ କୋଶଲ ସେନାର ସବୁ ସଂଗ୍ରାମୀ ଇଥିରେ ସାମିଲ ହୋଇ ଥିଲେ l କୋଶଲ ମୁକ୍ତି ମୋର୍ଚ୍ଚା ଜିଲ୍ଳା ସଭାପତି ବିକାଶ ସା କୋଶଲ ସେନା ସଭାପତି କସ୍ତୁବ ସାହୁ, ଅନିଲ ପ୍ରଧାନ,ଗୁଦଲୁ ସାହୁ,ଜିତେନ୍ଦ୍ର ସାହୁ,ରାଜ୍, ବିକ୍ରମ ପଣ୍ଡା, ସୁଶାନ୍ତ
ପ୍ରଧାନ,ଇନ୍ଦ୍ରମଣି ସାହୁ,ସୋନଜ ସାହୁ,ଯୋଗେନ୍ଦ୍ର କର୍ମୀ,ମଣ୍ଡୁ କୁମାର,ଶ୍ରବଣ କୁମାର, ଅନିଲ କୁମାର ଶାଣ୍ଢ ସବୁ କୋଶଲ ସଂଗ୍ରାମୀ ଭାଇ ଦାଦା ଭାଇଚାରାର ପରିଚୟ ଦେଖାଇଥିଲେ ।