-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
26-Mar-2023
ଆଗଲପୁର, (ବିନୋଦ କୁମାର ଦୀପ) ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବିଶ୍ଵ ବନ ଦିବସ ପାଳନ କରାଯାଇ ଥିଲା l ଏହି ଉତ୍ସବ ରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋ ନା ଶର୍ମା ଏବଂ ପି ସି ସି ଏଫ୍ ଦେବୀ ବିଶ୍ଵାଳ ଯୋଗ ଦେଇ ବଲାଙ୍ଗୀର କେନ୍ଦୁ ପତ୍ର ବନ ଖଣ୍ଡ ଅଧିନସ୍ତ ଲୋଇସିଂହା କେନ୍ଦୁ ପତ୍ର ରେଞ୍ଜ ଆଦେନ୍ ଦୁଙ୍ଗୁରୀ ସେକ୍ସନ ଫରେଷ୍ଟ ଗାର୍ଡ କୃଷ୍ଣ ଚନ୍ଦ୍ର ତାଣ୍ଡି ଙ୍କୁ କେନ୍ଦୁ ପତ୍ର ବିଭାଗ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଷ୍ଟେଟ ଫରେ ଫରେଷ୍ଟ ରୀ ଆୱାର୍ଡ଼ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇ ଥିଲା l ଏହି ଅବସରରେ ଶ୍ରୀ ତାଣ୍ଡି ଙ୍କୁ 10000 ହଜାର ଟଙ୍କା ଅର୍ଥ ପୁରସ୍କାର ସମେତ ମାନ ପତ୍ର ଏବଂ ପଦକ ପ୍ରଦାନ କରିଥିଲେ l ଏହି ସଫଳତା ପାଇଁ ଶ୍ରୀ ତାଣ୍ଡି ଙ୍କୁ ବନ ବିଭାଗ କର୍ମ ଚାରି ସମେତ ସ୍ଥାନୀୟ ଜନସାଧାରଣ ଅଭିନନ୍ଦନ ଜଣାଇ ଛନ୍ତି l