-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଡିସିଏର ପକ୍ଷପାତିତା ଯୋଗୁଁ ବିଏସସି ଖେଳାଳୀ କଳାହାଣ୍ଡି କପ ରୁ ବଞ୍ଚିତ(ବିନିକା ସ୍ପୋର୍ଟସ କ୍ଲବର ସାମ୍ବାଦିକ ସମ୍ମିଳନୀ)

26-Mar-2023



ବିନିକା(ହିମାଂଶୁ ଶେଖର ପୁଟେଲ): କଳାହାଣ୍ଡି କପ ହେଉ ଅବା ରାଜ୍ୟସ୍ତରରେ ଯେ କୌଣସି କ୍ରିକେଟ ମ୍ୟାଚ ଆୟୋଜନ ହୁଏ ସେଥିରେ ଜିଲ୍ଲା ସ୍ତରରୁ ଖେଳାଳୀ ଚୟନ କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ପ୍ରତିନିଧିତ୍ଵ କରିଥାନ୍ତି ।ହେଲେ ସୋନପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷପାତିତା ନୀତି ଅବଲମ୍ବନ କରି ନିଜ ଖେଳାଳୀ ମାନଙ୍କୁ ଅଗ୍ରାଧିକାର ଦେଇ ଆସୁଥିବାରୁ ସବୁକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଖେଳାଳୀ ମାନେ ଖେଳରୁ ବଞ୍ଚିତ ହେଉଛନ୍ତି ।ତେଣୁ ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଜିଲ୍ଲାସ୍ତରରୁ ଖେଳ ପାଇଁ ଯାହା ବି ସୂଚନା ଆସିବ ତାହାକୁ ପ୍ରତ୍ୟାଖ୍ୟାନ କରାଯିବ ବୋଲି ଆଜି ସନ୍ଧ୍ୟାରେ ସ୍ଥାନୀୟ ସ୍ପୋର୍ଟସ କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କ୍ଲବର ସଭାପତି ସୋମନାଥ ମିଶ୍ର ପ୍ରକାଶ କରିଛନ୍ତି । ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ଚଳିତ ୨୦୨୩ବର୍ଷରେ ଓସିଏ ଭିଜନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିନିକା ସ୍ପୋର୍ଟସ କ୍ଲବ ଚମ୍ପିୟାନ ହେଇଥିଲା ।ଏହି କ୍ଲବର ବ୍ୟାଟ୍ସମ୍ୟାନ ଆକାଶ ବନଛୋର(୧୦), ପିଣ୍ଟୁ ଦୀପ(୧୪),ବାବୁଲୁ ରାଉତ(୨୦), ୱିକେଟ କିପର ଆଶୁତୋଷ ଦାସ(୧),ବୋଲର ରଂଜନ ବେହେରା(୨),ପ୍ରତାପ ସାହୁ(୫),ଜିତେନ୍ଦ୍ରିୟ ବେରିହା (୯) ଆଦି ଖେଳାଳୀ ମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଭଳ ରେଙ୍କିଂ ରଖିବାରେ ସଫଳ ହୋଇଥିଲେ ହେଁ ସଦ୍ୟ ସମାପ୍ତ ହୋଇଥିବା କଳାହାଣ୍ଡି କପ କ୍ରିକେଟ ମ୍ୟାଚରେ ଏହି ଖେଳାଳୀଙ୍କୁ ସ୍ଥାନ ମିଳିନଥିବାରୁ  ଡିସିଏର ମନୋପୋଳି ଶାସନକୁ ନେଇ ସେ ଦୃଢ ନିନ୍ଦା କରିଥିଲେ ।ସେହିପରି ଗତ ୨୦୨୨ବର୍ଷରେ   ମଧ୍ୟ ବିଏସସି ରନର ଅପ ହୋଇଥିଲ। ସେହି ସମୟରେ ମଧ୍ୟ ରାଜ୍ୟ ସ୍ତରରେ ଆୟୋଜିତ ମ୍ୟାଚରେ ବିଏସସି ଖେଳାଳୀ ସୁଯୋଗ ପାଇ ନଥିଲେ ।ସେହିପରି ଡିସିଏ ବାରମ୍ବାର ସୂଚନା ଦେବାରେ ଅବହେଳା ଯୋଗୁଁ ଅଣ୍ଡର-୧୫,୧୭,୧୯ ମ୍ୟାଚ ରୁ ମଧ୍ୟ ଖେଳାଳି ବଞ୍ଚିତ ହୋଇ

ଆସୁଛନ୍ତି ।ସ୍ପୋର୍ଟସ ବାବଦରେ ଆସୁଥିବା ଖେଳ ସାମଗ୍ରୀ ମଧ୍ୟ ଡିସିଏ ତରଫରୁ ମିଳୁନାହିଁ । ଅନ୍ୟ ପକ୍ଷରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଟିତ ଆନ୍ତର୍ଜାତୀୟ ସ୍ତରରେ ହେଉଥିବା ମ୍ୟାଚ ଗୁଡିକରେ ଆସୁଥିବା ଫ୍ରି ଟିକେଟ ମଧ୍ୟ ଡିସିଏ ଦେବାରେ ଅବହେଳା କରୁଥିବାରୁ ଏହି କ୍ଳବର ଖେଳାଳୀ ମାନେ ଜାତୀୟ ସ୍ତରର ଖେଳାଳିଙ୍କ ପ୍ରଦର୍ଶନ  ଦେଖିବାରୁ ନିରାଶ ହେଉଛନ୍ତି  ।ତେଣୁ ଉପରୋକ୍ତ ସମସ୍ତ ବିଷୟ ଯଦି ଆଗାମୀ ଦିନରେ ସମାଧାନ ନହୁଏ ତେବେ ଓସିଏ ତରଫରୁ ସୋନପୁର ଡିସିଏ କୁ ଦିଆଯାଉଥିବା ସ୍ପୋର୍ଟସ କାର୍ଯ୍ୟକ୍ରମକୁ ବିନିକା ସ୍ପୋର୍ଟସ କ୍ଲବ ସମ୍ପୁର୍ଣ୍ଣ ମାତ୍ରାରେ ବର୍ଜନ କରିବ ବୋଲି ସଭାପତି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହିତ ଏହି ଶିର୍ଷକାତର ପ୍ରସଙ୍ଗ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ମାନ୍ୟବର କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ,ବିସିସିଆଇ/ଓସିଏ ସଦସ୍ୟ ହରି ନାରାୟଣ ପୁଝାରୀ,ସୁବର୍ଣ୍ଣପୁର ଜିଲ୍ଲାପାଳ,ଜିଲ୍ଲା ସ୍ପୋର୍ଟସ ଅଧିକାରୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇ ଦିଆଯାଇଛି ବୋଲି କହିଥିଲେ ।ଅନୁଷ୍ଟିତ ଏହି ସାମ୍ବାଦିକ ସମ୍ମିଳନୀରେ କ୍ଲବର ସମ୍ପାଦକ ମନୋଜ ଦାସ,ଉପ ସଭାପତି ବୁଲୁ ଦଣ୍ଡିଆ,ଅଧିନାୟକ ପ୍ରତାପ ସାହୁ,ଉପ ଅଧିନାୟକ ଆଶୁତୋଷ ଦାସ ଉପସ୍ଥିତ ରହି କ୍ରିକେଟ ଚୟନରେ ହେଉଥିବା ପାତରଅନ୍ତର ନୀତି ବାବଦରେ କହିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ କ୍ଳବର ସମସ୍ତ ଖେଳାଳୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like