-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ଜିଲ୍ଲା

ପାଇକବାହାଲ ପଞ୍ଚାୟତରୁ ଚାଉଳ ଚୋରାଚାଲାଣ,ପିକଅପଗାଡି ଜବତ,୪ଅଟକ

23-Mar-2023



ତରଭା,(ପ୍ରେରଣା ଖବର)-ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପିଡିଏସ ଚାଉଳ ବାଟମାରଣା କରି ବିକ୍ରିକରୁଥିବା ଅଭିଯୋଗ ହୋଇଆସୁଛି । ଏଥିରେ ଖାଉଟିମାନେ ଠିକସମୟରେ ପିଡିଏସ ଚାଉଳ ପାଉନଥିବା ବେଳେ ପଞ୍ଚାୟତରେ କାମ କରୁଥିବା ଅଧିକାରୀ କର୍ମଚାରୀମାନେ ମାଲାମାଲ ହେଉଛନ୍ତି । ବହୁ ବର୍ଷ ହେଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତରେ ପିଡିଏସ ଦୁର୍ନିତୀ ଚାଲିଥିଲା । ଗତକାଲି ରାତି ୩ଟାରୁ ୪ଟା ସମୟ ମଧ୍ୟରେ ପଞ୍ଚାୟତ ଗୋଦାମରୁ ୬୧ପ୍ୟାକେଟ ଚାଉଳ ଏକ ପିକଅପ ଗାଡିରେ ଚୋରାଚାଲାଣ କରିବାକୁ ଲୋଡ କରୁଥିବା ବେଳେ ସ୍ଥାନୀୟଲୋକେ ସେମାନଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି । ତରଭା ପୋଲିସ ଏହି ଘଟଣାରେ ୨୧ ବସ୍ତା ଚାଉଳ ସହିତ ପିକଅପ ଗାଡିକୁ ଜବତ କରିଛି ।  ଗାଡିର ମାଲିକ ଖଗସାକନାର ଗଙ୍ଗା ଦେହେରୀ ଓ ପଞ୍ଚାୟତର ପିଡିଏସ ଚାଉଳ ଗୋଦାମର ଦାୟୀତ୍ୱରେ ଥିବା ବ୍ରାହ୍ମଣୀପାଲି ଗ୍ରାମର ନାରାୟଣ ବାଘ,ଦେଉଳପଦର ଗ୍ରାମର ମୁଲମୁଲ କମ୍ପ ଓ ଚୈତନ୍ୟ ପୁରୋହିତକୁ ଥାନାରେ ଅଟକ ରଖାଯାଇଛି । ତରଭା ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ ନିଜେ ଓ ତରଭା ବ୍ଲକର ଯୋଗାଣନୀରିକ୍ଷକ ପଞ୍ଚାୟତକୁ ପହଞ୍ଚି ତଦନ୍ତ ଚଳାଇଛନ୍ତି । 
               ମିଳିଥିବା ସୂଚନାରୁ ଜଣାଯାଇଛି ଯେ,ଏହି ପଞ୍ଚାୟତର ଖାଉଟିମାନଙ୍କୁ ପ୍ରତିମାସରେ ଠିକରେ ଚାଉଳ ଦିଆଯାଉନାହିଁ । କେନ୍ଦ୍ରସରକାର ମାଗଣାରେ ଗରୀବଙ୍କୁ ଚାଉଳ ଦେଉଥିଲେ ହେଁ ପଞ୍ଚାୟତ ପକ୍ଷରୁ ସବୁମାସରେ ଖାଉଟିଙ୍କୁ ଠିକରେ ଦେଉନଥିଲେ । ନୀରିହ ଗରୀବ ଲୋକଙ୍କୁ ବୋକା ବନାଇ ଶହଶହ କ୍ୱିଣ୍ଟାଲ ଚାଉଳ ବିକ୍ରିକରୁଥିଲେ । ଏକ ନିଦ୍ଦିଷ୍ଠ ଗୋଷ୍ଠୀ ଏହି କାରବାରକୁ ବହୁବର୍ଷ ହେଲା ପରିଚାଳିତ କରିଆସୁଛନ୍ତି । ଏବିଷୟରେ ସରପଞ୍ଚ ଗଣନାଥ ସାହୁଙ୍କ ପାଖରେ ଅନେକ ଲୋକ ଅଭିଯୋଗ କରିଆସୁଥିଲେ । ଗତ କାଲି ରାତିରେ ୩ଟାରୁ ୪ଟା ସମୟ ମଧ୍ୟରେ ଏକ ପିକଅପ ଗାଡି ଆଣି ଗୋଦାମ ଖୋଲି ନାରାୟଣ ବାଘ ଦେଉଳପଦର ଗାଁର ଚାଉଳ ଚୋରାଚାଲାଣ କରାଉଥିବା ବେଳେ ସୂଚନା ପାଇ ସ୍ଥାନୀୟ ଲୋକେ କିଛି ଚୋରଙ୍କୁ କାବୁ କରିଥିବା ବେଳେ ଆଉ କିଛିଲୋକ ଦୌଡି ଫେରାର ମାରିଥିଲେ ।  ସରପଞ୍ଚ ଗଣନାଥ ସାହୁ ନିଜେ ପଞ୍ଚାୟତକୁ ପହଞ୍ଚି ପୋଲିସକୁ ଖବର କଲାପରେ ମେଣ୍ଡା ଫାଣ୍ଡି ପୋଲିସ ପହଞ୍ଚି ଚାଉଳ ଗାଡି ଓ ଚାଉଳକୁ ଜବତ କରି ଧରାପଡିଥିବା ଲୋକଙ୍କୁ ପଚାରଉଚୁରା କରିଥିଲେ । ପରେ ତରଭା ବ୍ଲକର ଯୋଗଣ ନୀରିକ୍ଷକ ଓ ତରଭା ଆଇଆଇସି ସୁବ୍ରତ ପାଣିଗ୍ରାହୀ ପହଞ୍ଚି ତଦନ୍ତ କରିଥିଲେ । କୁଆଡେ ଫେରାର ମାରିଥିଲେ । ଗାଡି ମାଲିକ ଗଙ୍ଗା ଦେହୁରୀ,ବ୍ରାହ୍ମଣୀପାଲିର ନାରାୟଣ ବାଘ,ଦେଉଳପଦର ଗ୍ରାମର ମୁଲମୁଲୁ କମ୍ପ ଓ ଚୈତନ୍ୟ ପୁରୋହିତଙ୍କୁ ପୋଲିସ ଅଟକ ରଖି ପଚାରଉଚାର କରୁଛି ବୋଲି ସୂଚନା ମିଳିଛି । ସେପଟେ ବର୍ତ୍ତମାନର ସରପଞ୍ଚଙ୍କୁ ବଦନାମ କରାଇବାକୁ କିଛି ଖଳଲୋକ ଅପଚେଷ୍ଟା କରୁଥିଲେ ଓ ଶେଷରେ ଚୋରୀ ଧରାପଡିଥିବା ଚର୍ଚ୍ଚା ହେଉଛି । ଏହି ଚୋରମାନଙ୍କୁ ପୋଲିସ ହେପାଜତରୁ ଖସାଇବାକୁ ମଧ୍ୟ ଏହି ଚୋରୀ ପଛରେ ଥିବା କିଛି ଲୋକ ଉଦ୍ୟମ ଚଳାଇଥିବା ଆଲୋଚନା ହେଉଛି । ତେବେ କେଉଁ କେଉଁ ଖାଉଟିଙ୍କ ଚାଉଳ ହଡପ ହୋଇଛି ତାହାର ଏକ ବିଧିବଦ୍ଧ ତଦନ୍ତ କରାଯିବାକୁ ସାଧାରଣ ଜନତା ଦାବି କରୁଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like