-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ଡିଶାକ ୁକେନ୍ଦ୍ରୀୟ ଅବହେଳା, ପି ଏମ କେ ଏସ ଓ୍ୟାଇରେକେବିକେ ଅଞ୍ଚଳକୁ କେନ୍ଦ୍ରୀୟସହାୟତାପୂର୍ବାପେକ୍ଷା କମିଛି

20-Mar-2023



ବଲାଙ୍ଗୀର-ପ୍ରଧାନମନ୍ତ୍ରୀକୃଷିସିଞ୍ଚାଇଯୋଜନା (ପି ଏମ କେ ଏସ ଓ୍ୟାଇ) ର ଏକ ଉପାଦାନ ହେଉଛି ଏ ଆଇ ବି ପି (ତ୍ୱରିତସିଞ୍ଚାଇଲାଭକାର୍ଯ୍ୟକ୍ରମ) ।ଏହିକାର୍ଯ୍ୟକ୍ରମକୁ ବନ୍ଦ କରାଯାଇ ନାହିଁ । କେନ୍ଦ୍ରକ୍ୟାବିନେଟର ନିଷ୍ପତ୍ତି କ୍ରମେ ଏ ଆଇ ବି ପି କାର୍ଯ୍ୟକ୍ରମ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁରହିବବୋଲି ନିତୀ ଆୟୋଗ ବଲାଙ୍ଗୀରରବିଶିଷ୍ଟସୂଚନା ଅଧିକାର କର୍ମିହେମନ୍ତ କୁମାର ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଛି । ନୂଆଦିଲ୍ଲୀସଂସଦ ମାର୍ଗସ୍ଥିତନିତୀ ଆୟୋଗକାର୍ଯ୍ୟାଳୟରରଓଡିଶାଜନସୂଚନା ଅଧିକାରୀରାଜେନ୍ଦ୍ରସିଂଏହିସୂଚନା ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଓଡିଶାରକେବିକେ ଅଞ୍ଚଳକୁ ବର୍ତ୍ତମାନ କେନ୍ଦ୍ରରାଜ୍ୟସହାୟତାହାର ୬୦ ; ୪୦ ରହିଛିବୋଲି ତଥ୍ୟରେକୁହାଯାଇଛି । ପୂର୍ବରୁକେବିକେ ଅଞ୍ଚଳ ପାଇଁଏ ଆଇ ବି ପି ରେକେନ୍ଦ୍ରରାଜ୍ୟସହାୟତାହାରଯଥାକ୍ରମେ୯୦ ; ୧୦ ଥିଲଓାବୋଲି ପଣ୍ଡାକହିଛନ୍ତି । ଦେଶର ସ୍ୱତନ୍ତ୍ର ପାହ୍ୟାରାଜ୍ୟମାନଙ୍କସହିତଓଡିଶାରକେବିକେ ଅଞ୍ଚଳକୁ ଏ ଆଇ ବି ପି ରେକେନ୍ଦ୍ରରାଜ୍ୟସହାୟତାହାର୯୦ ; ୧୦ ଥିଲା ।ଏହାଦ୍ୱାରାକେବିକେ ଅଞ୍ଚଳରେ ଜଳସଚେନରବିକାଶକେବଳପ୍ରଭାବିତହେବଏହା ନୁହେଁ ଏକ ପଛୁଆ ଅଞ୍ଚଳ ଭାବେକେନ୍ଦ୍ରସରକାରଙ୍କଯେଉଁକେବିକେମାନ୍ୟତା ଥିଲାତାହା ମଧ୍ୟ ଶେଷହେବବୋଲି ପଣ୍ଡାକହିଛନ୍ତି । ରାଜ୍ୟ ଓ କେନ୍ଦ୍ରସରକାର ଏଥିପ୍ରତି ଧ୍ୟାନ ଦେବାକୁସୂଚନାକର୍ମି ପଣ୍ଡା ଅନୁରୋଧ କରିଛନ୍ତି ।  ସାଧାରଣ ପାହ୍ୟାରାଜ୍ୟଗୁଡିକ ପାଇଁଏହି ଅନୁଦାନ ହାରଭିନ୍ନ ଥିଲା । ବର୍ତ୍ତମାନ ସାଧାରଣ ପାହ୍ୟାରାଜ୍ୟମାନଙ୍କ ପାଇଁକେନ୍ଦ୍ରରାଜ୍ୟସହାୟତାହାରଯଥାକ୍ରମେ୨୫ ; ୭୫ ରହିଛି । ଏଠାରେଉଲ୍ଲେଖଯୋଗ୍ୟ ଯେ, କୃଷି ଓ କୃଷକରବିକାଶ ପାଇଁଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେରଖିତତ୍କାଳୀନ ଭାରତସରକାର୧୯୯୫-୯୬ ମସିହାରେ ଏ ଆଇ ବି ପି ଯୋଜନାଆରମ୍ଭ କରିଥିଲେ । ଜଳସେଚନ ରାଜ୍ୟରବିଷୟବସ୍ତୁହୋଇଥିଲେ ମଧ୍ୟ ରଜ୍ୟମାନଙ୍କର ନିର୍ମାଣାଧିନ ଓ ପ୍ରସ୍ତାବିତଜଳସେଚନ ପ୍ରକଳ୍ପଗୁଡିକୁକେନ୍ଦ୍ରସରକାରଏହିଯୋଜନାମାଧ୍ୟମରେ ଆର୍ଥିକ ସହାୟତାଯୋଗାଇ ଦେବାକୁ ଆଗେଇ ଆସିଥିଲେ । ସ୍ୱତନ୍ତ୍ର ପାହ୍ୟାରାଜ୍ୟମାନଙ୍କୁ ଓ ଓଡିଶାର ଅବିଭକ୍ତ କେବିକେଅଞ୍ଚଳର ଜିଲ୍ଲାମାନଙ୍କୁ ତଥା ବର୍ତ୍ତମାନର ୮ଟି ଜିଲ୍ଲାକୁସାଧାରଣ ପାହ୍ୟାରାଜ୍ୟ ଅପେକ୍ଷା ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତାରବ୍ୟବସ୍ଥା ଥିଲା । ନୁଆପଡାଜିଲ୍ଲାରଲୋୟରଇନ୍ଦ୍ରଏହିଯୋଜନାରେଅଧିକ ମାତ୍ରାରେକେନ୍ଦ୍ରୀୟ ଅନୁଦାନ ପାଇଛି । ଏ ଆଇ ବି ପି ଯୋଜନାସଂଶୋଧିତହେବା ଫଳରେ ୨୦୨୧ ମାର୍ଚ୍ଚମାସରୁକେବିକେ ଅଞ୍ଚଳର ଅନେକ ନିର୍ମାଣାଧିନ ଓ ପ୍ରସ୍ତାବିତଜଳସେଚନ ପ୍ରକଳ୍ପଗୁଡିକ ପୂର୍ବାପେକ୍ଷା କମ ଆର୍ଥିକ ସହାୟତା ପାଉଛନ୍ତି ଓ ଆଗକୁ ମଧ୍ୟ ଏହି ଧାରାଜାରିରହିବବୋଲି ପଣ୍ଡାକହିଛନ୍ତି । ରାଜ୍ୟରସମସ୍ତରାଜନୈତିକ ଦଳ ଓ ନେତୃବୃନ୍ଦ ଏହାକୁନେଇ ନିରବରହିବା, ସମଗ୍ରଓଡିଶା ଓ ବିଶେଷକରିକେବିକେ ଅଞ୍ଚଳର ଚାଷ ଓ ଚାଷୀଙ୍କସମସ୍ୟା ପ୍ରତି ଉଦାସୀନତାମନୋଭାବବୋଲି ପଣ୍ଡାକହିଛନ୍ତି । 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like