-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2022
ବାଇକ୍ ଧକ୍କାରେ ଯୁବକ ଗୁରୁତର, ଏପରି କିଛି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସାଲେପାଲି ଗାଁ ରେ l
ସୂଚନାରୁ ପ୍ରକାଶ ଯେ ଆଜି ବଲାଙ୍ଗିର ସଦର୍ ବ୍ଲକ ଚନ୍ଦନ ଭାଟି ପଞ୍ଚାୟତ ସାଲେପାଲି ଗାଁ ର ସାଧୁ ଦଳ ପତି (୨୫) ଏକ ବାଇକ୍ ରେ ନିଜ ଗାଁ ରୁ କୌଣସି ଏକ କାମରେ ଲୋଇସିଂହା କୁ ଯାଉଥିବା ସମୟରେ ବାଟ ରେ ପଛ ପଟୁ ଏକ ଅଜଣା ବାଇକ୍ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ମାରିଥିଲା l ବାଇକ୍ ଧକ୍କାରେ ସାଧୁ ଙ୍କ ମୁହଁ ଓ ବେକରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ସାଧୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡ଼ ରେ ଭର୍ତି ହୋଇଛନ୍ତି l